ନିର୍ବାଚନ

ବିହାରରେ ସବୁଠୁ କମ୍ ଭୋଟ ବ୍ୟାବଧାନରେ ଜିତିଲେ କଂଗ୍ରେସ ପ୍ରାର୍ଥୀ, ମାତ୍ର ୨୧ ଖଣ୍ଡ ଭୋଟରେ ହରାଇଲେ ବିଜେପିକୁ

ବିହାରରେ ସବୁଠୁ କମ୍ ଭୋଟ ବ୍ୟାବଧାନରେ ଜିତିଲେ କଂଗ୍ରେସ ପ୍ରାର୍ଥୀ, ମାତ୍ର ୨୧ ଖଣ୍ଡ ଭୋଟରେ ହରାଇଲେ ବିଜେପିକୁ

November 14, 2025

ଅରରିୟା ୧୪।୧୧: ବିହାର ବିଧାନସଭା ନିର୍ବାଚନରେ ଅରରିଆ ଜିଲ୍ଲା ଫାରବିସଗଞ୍ଜ ବିଧାନସଭା ନିର୍ବାଚନମଣ୍ଡଳିରେ ସବୁଠୁ କଡ଼ା ପ୍ରତିଦ୍ୱନ୍ଦ୍ୱୀତା ହୋଇଛି। ଏଠାରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମନୋଜ ବିଶ୍ୱାସ ବିଜେପିର ବିଦ୍ୟା ସାଗରଙ୍କୁ ମାତ୍ର ୨୧ ଖଣ୍ଡ ଭୋଟରେ...

ହାରୁ ହାରୁ ଜିତିଗଲେ ତେଜସ୍ୱୀ, ବହୁତ କଷ୍ଟରେ ରାଘୋପୁରରୁ ଆସିଲା ଖୁସି ଖବର

November 14, 2025

ପାଟନା ୧୪।୧୧: ବିହାର ବିଧାନସଭା ନିର୍ବାଚନ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଫଳାଫଳରୁ ରାଜ୍ୟରେ ଶାସକ ମେଣ୍ଟର ସରକାର ନିଶ୍ଚିତ ହୋଇଯାଇଛି। ଏଥିରେ ବିଜେପି ବିହାରରେ ସବୁଠୁ ବଡ଼ ପାର୍ଟି ଭାବେ ଉଭା ହୋଇଛି। ବିଜେପି ୯୧ ଆସନ ସହ ଆଗରେ ଚାଲ......

ହାରୁ ହାରୁ ଜିତିଗଲେ ତେଜସ୍ୱୀ, ବହୁତ କଷ୍ଟରେ ରାଘୋପୁରରୁ ଆସିଲା ଖୁସି ଖବର

ବିହାର ବିଧାନସଭା ନିର୍ବାଚନ: ଭୋଜପୁରରେ ରୋମାଞ୍ଚକର ପ୍ରତିଦ୍ୱନ୍ଦ୍ୱୀତା, ମାତ୍ର ୨୭ଟି ଭୋଟରେ ଜିତିଲେ JDU ପ୍ରାର୍ଥୀ

November 14, 2025

ଭୋଜପୁର ୧୪।୧୧: ବିହାର ବିଧାନସଭା ନିର୍ବାଚନ ୨୦୨୫ର ଫଳାଫଳ ପ୍ରାୟତଃ ଆସିଗଲାଣି। ଏହି ନିର୍ବାଚନରେ ଶାସକ ଏନଡିଏ ଓ ବିରୋଧୀଙ୍କ ମଧ୍ୟରେ କଣ୍ଟାରେ ଟକ୍କର ହୋଇଛି। ଏଥିରେ ବିହାରର ଭୋଜପୁରରେ ସବୁଠୁ ରୋମାଞ୍ଚକର ଓ ନିକଟତର ପ୍ରତିଦ୍ୱନ୍ଦ୍ୱୀତା ହୋ......

ବିହାର ବିଧାନସଭା ନିର୍ବାଚନ: ଭୋଜପୁରରେ ରୋମାଞ୍ଚକର ପ୍ରତିଦ୍ୱନ୍ଦ୍ୱୀତା, ମାତ୍ର ୨୭ଟି ଭୋଟରେ ଜିତିଲେ JDU ପ୍ରାର୍ଥୀ

ବିହାର ପାଇଁ ଏବେ ଚିନ୍ତାରେ ପଶ୍ଚିମବଙ୍ଗ, ମମତାଙ୍କ TMC କହିଲା- ରାଜ୍ୟରେ ପଡିବନି ପ୍ରଭାବ

November 14, 2025

କୋଲକାତା ୧୪।୧୧: ତୃଣମୂଳ କଂଗ୍ରେସ (ଟିଏମସି) ଶୁକ୍ରବାର କହିଛି ଯେ ବିହାର ନିର୍ବାଚନର ପ୍ରଭାବ ଆଗାମୀ ବର୍ଷ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ପଡିବ ନାହିଁ । ବିହାରରୁ ଆସୁଥିବା ଏ ପର୍ଯ୍ୟନ୍ତ ଫଳାଫଳରେ ବିଜେପି ନେତୃତ୍ୱାଧୀ......

ବିହାର ପାଇଁ ଏବେ ଚିନ୍ତାରେ ପଶ୍ଚିମବଙ୍ଗ, ମମତାଙ୍କ TMC କହିଲା- ରାଜ୍ୟରେ ପଡିବନି ପ୍ରଭାବ

ବିହାରରେ MGBର ନିକୃଷ୍ଟ ପ୍ରଦର୍ଶନକୁ ନେଇ ମୁହଁ ଖୋଲିଲେ ଶଶି ଥରୁର, କହିଲେ-ଆତ୍ମମନ୍ଥନ ଦରକାର

November 14, 2025

ତିରୁଅନନ୍ତପୁରମ ୧୪।୧୧: କଂଗ୍ରେସ ନେତା ଶଶି ଥରୁର ଶୁକ୍ରବାର ବିହାର ନିର୍ବାଚନ ଫଳାଫଳକୁ ‘ଗମ୍ଭୀର ରୂପେ ନିରାଶାଜନକ’ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ପରିଣାମ ଉପରେ ‘ଗଭୀର ଆତ୍ମ ମନ୍ଥନ’ର ଆବଶ୍ୟକତା ରହି......

ବିହାରରେ MGBର ନିକୃଷ୍ଟ ପ୍ରଦର୍ଶନକୁ ନେଇ ମୁହଁ ଖୋଲିଲେ ଶଶି ଥରୁର, କହିଲେ-ଆତ୍ମମନ୍ଥନ ଦରକାର