ପାଣିପାଗ

ଆମେରିକାରକୁ ମୁହାଁଇଛି ଭୀଷଣ ବରଫ ଝଡ଼, ୮ ହଜାରରୁ ଅଧିକ ବିମାନ ଉଡ଼ାଣ ରଦ୍ଦ

ଆମେରିକାରକୁ ମୁହାଁଇଛି ଭୀଷଣ ବରଫ ଝଡ଼, ୮ ହଜାରରୁ ଅଧିକ ବିମାନ ଉଡ଼ାଣ ରଦ୍ଦ

January 24, 2026

ୱାସିଂଟନ ୨୪।୧: ଆମେରିକାରେ ଭୀଷଣ ବରଫ ଝଡ଼ କାରଣରୁ ୮ ହଜାରରୁ ଅଧିକ ବିମାନ ଉଡାଣ ରଦ୍ଦ କରାଯାଇଛି। ଏହି ଝଡ଼ ଯୋଗ ଦେଶର ବିସ୍ତୃତ ଅଞ୍ଚଳରେ ବିଦ୍ୟୁତ କାଟ୍ ଓ ଯାତାୟାତରେ ବାଧା ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି। ବରଫ ଝଡ ପାଇଁ ନ୍ୟୁ ମେକ୍ସିକୋରୁ ଆରମ୍ଭ କରି ନ୍ୟୁ ଇଂଲଣ୍ଡ ପର୍ଯ୍ୟନ୍ତ ପାଖାପାଖି ୧୪୦ ନିୟ...

ଅଧା ଦେଶକୁ ହନ୍ତସନ୍ତ କରିବ ବରଫ ପବନ ! ଥଣ୍ଡା ହୋଇଯିବ ଭାରତ, ଆଲର୍ଟ କରାଇଲା ପାଣିପାଗ ବିଭାଗ

January 24, 2026

ନୂଆଦିଲ୍ଲୀ: ମାଡ଼ିଆସୁଛି ଜାଡ଼। ଫେରିବ ଶୀତ ଲହରୀ। ଜାନୁଆରୀ ୨୪ ରୁ ୨୬ ମଧ୍ୟରେ ଥଣ୍ଡା ହୋଇଯିବ ଉତ୍ତର ଭାରତ। ଉତ୍ତର ଭାରତରେ ପୁଣି ଥରେ ଥଣ୍ଡା ପାଗ ତୀବ୍ର ହେବାକୁ ଯାଉଛି। ପାଣିପାଗ ବିଭାଗ ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରୁ ଅତ୍ୟନ୍ତ......

ଅଧା ଦେଶକୁ ହନ୍ତସନ୍ତ କରିବ ବରଫ ପବନ ! ଥଣ୍ଡା ହୋଇଯିବ ଭାରତ, ଆଲର୍ଟ କରାଇଲା ପାଣିପାଗ ବିଭାଗ

୨୭ରୁ କମିପାରେ ଶୀତ, ୨ରୁ ୩ ଡିଗ୍ରୀ ପାରଦ ବଢିବ

January 24, 2026

ଭୁବନେଶ୍ୱର ୨୪।୦୧ : ଆସନ୍ତା ୨୭ ତାରିଖରୁ ରାଜ୍ୟରେ ଶୀତ କମିପାରେ। ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିବା ସହ ଶୀତ କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। କିନ୍ତୁ ଆସନ୍ତା ଦୁଇ ସପ୍ତାହ (୨୨ରୁ ୨୮ ତାରିଖ) ଓ (୨୯ରୁ ୪ ତାରିଖ)......

୨୭ରୁ କମିପାରେ ଶୀତ, ୨ରୁ ୩ ଡିଗ୍ରୀ ପାରଦ ବଢିବ

ଶିମଲା ସମେତ ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ବର୍ଷର ପ୍ରଥମ ହୀମପାତ, ବରଫ ଚାଦରରେ ଢାଙ୍କି ହେଲା ସହର

January 23, 2026

ଶିମଲା ୨୩।୧: ହିମାଚଳ ପ୍ରଦେଶ ରାଜଧାନୀ ଶିମଲାରେ ପାଖାପାଖି ୩ ମାସ ପରେ ଶୁକ୍ରବାର ଋତୁର ପ୍ରଥମ ହୀମପାତ ହୋଇଛି। ଫଳରେ ବରଫପାତ ଦେଖିବା ପାଇଁ ହିମାଚଳ ବୁଲି ଯାଇଥିବା ପର୍ଯ୍ୟଟକଙ୍କୁ ବେଶ୍ ଖୁଶି ମିଳିଛି। ଏହି ହୀମପାତ ଶିମଲା ସମେତ ମନାଲୀ, ଲ......

ଶିମଲା ସମେତ ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ବର୍ଷର ପ୍ରଥମ ହୀମପାତ, ବରଫ ଚାଦରରେ ଢାଙ୍କି ହେଲା ସହର

କମୁଛି ଶୀତ, ବଢ଼ୁଛି ପାରଦ: ୪ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ହେବନି ପରିବର୍ତ୍ତନ

January 22, 2026

ଭୁବନେଶ୍ୱର ୨୨/୦୧: ଭୁବନେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୨.୩ ଡିଗ୍ରୀ ସେଲସିୟସ ଛୁଇଁଛି । ୧୯ଟି ସ୍ଥାନରେ ଦିନ ପାରଦ ୩୦ ଡିଗ୍ରୀ ଉପରେ ଥିବାବେଳେ ସେଥିରୁ ୭ଟି ଜାଗାରେ ତାପମାତ୍ରା ୩୧ ଡିଗ୍ରୀ ଉପରେ ଥିଲା । ବୁଧବାର ଝାରସୁଗୁଡ଼ାରେ......

କମୁଛି ଶୀତ, ବଢ଼ୁଛି ପାରଦ: ୪ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ହେବନି ପରିବର୍ତ୍ତନ