ରାଜ୍ୟ

କେନ୍ଦୁଝରରେ ୧୯୦୦ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ, କହିଲେ- ଦୂର ହେବ ଆଞ୍ଚଳିକ ବୈଷମ୍ୟ

କେନ୍ଦୁଝରରେ ୧୯୦୦ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ, କହିଲେ- ଦୂର ହେବ ଆଞ୍ଚଳିକ ବୈଷମ୍ୟ

January 13, 2026

ଭୁବନେଶ୍ଵର: ଏହି ସମୟ କେନ୍ଦୁଝର ବିକାଶ ପାଇଁ ଠିକ ସମୟ । ୟହି ସମୟ ହେ, କେନ୍ଦୁଝର ବିକାଶ କେଲିଏ, ବିଲକୁଲ ସହି ସମୟ ହେ। ଆଜି କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଇଁ ୧୯୦୦ କୋଟିରୁ ଉର୍ଦ୍ଧ୍ଵ ୭୧ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରି ମୁଖ୍ୟମନ...

ରାଜ୍ୟରେ ୩ ଦିନ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି, ଆଲର୍ଟ କଲା ପାଣିପାଗ ବିଭାଗ

January 13, 2026

ଭୁବନେଶ୍ବର ୧୩।୧: ପୁଣି ରାଜ୍ୟକୁ ଫେରିଛି ଶୀତ । ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବା ସହ ସବୁଠି ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ଆହୁରି ୩ ଦିନ ଯାଏ ରାଜ୍ୟରେ କୋଲ୍ଡ ୱେଭ୍ ବା ଶୀତ ଲହରୀ ଜାରି ରହିବ ବୋଲି ଓ୍ବାର୍ଣ୍ଣି......

ରାଜ୍ୟରେ ୩ ଦିନ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି, ଆଲର୍ଟ କଲା ପାଣିପାଗ ବିଭାଗ

ବାଂଲାଦେଶୀ ଅନୁପ୍ରବେଶକାରୀ ସମ୍ପର୍କିତ ମାମଲା : ହାଇକୋର୍ଟଙ୍କୁ ସନ୍ତୁଷ୍ଟ କରିପାରିନି ସରକାରୀ ତଥ୍ୟ, ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ

January 13, 2026

କଟକ ୧୩।୧: ରାଜ୍ୟରେ କେତେ ସଂଖ୍ୟକ ବାଂଲାଦେଶୀ ଅଛନ୍ତି । ଅନୁପ୍ରବେଶକାରୀ ଭାବେ କେତେ ଜଣ ଚିହ୍ନଟ ହୋଇଛନ୍ତି, ସେନେଇ ରାଜ୍ୟ ସରକାର ଯେଉଁ ତଥ୍ୟ ଦେଇଛନ୍ତି, ତାହା ହାଇକୋର୍ଟଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ତେଣୁ ୨ ସପ୍ତାହ ମଧ୍ୟରେ ସବିଶେଷ......

ବାଂଲାଦେଶୀ ଅନୁପ୍ରବେଶକାରୀ ସମ୍ପର୍କିତ ମାମଲା : ହାଇକୋର୍ଟଙ୍କୁ ସନ୍ତୁଷ୍ଟ କରିପାରିନି ସରକାରୀ ତଥ୍ୟ, ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ

ବେଆଇନ ସିମ୍ ବିକ୍ରି ଲିଙ୍କ୍ : ଭଦ୍ରକର ବିଭିନ୍ନ ଅଞ୍ଚଳରୁ ୪ ଅଭିଯୁକ୍ତ ଗିରଫ

January 13, 2026

ଭଦ୍ରକ ୧୩।୧: ସିମ୍ ଜାଲିଆତି କରି ବାହାର ରାଜ୍ୟକୁ ବେଆଇନ ସିମ୍ ବିକ୍ରି ଘଟଣାରେ ଭଦ୍ରକରୁ ଦୁଇ ଗିରଫ ଘଟଣା ପରେ ଆକ୍ସନ ମୋଡ୍କୁ ଆସିଛି ପୋଲିସ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରୁ ଆଉ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଯୁବକ ମାନେ ସିମ୍ ଗ......

ବେଆଇନ ସିମ୍ ବିକ୍ରି ଲିଙ୍କ୍ : ଭଦ୍ରକର ବିଭିନ୍ନ ଅଞ୍ଚଳରୁ ୪ ଅଭିଯୁକ୍ତ ଗିରଫ

ଦଇବ ଏ କି ଦୁଃଖ ଦେଲ; ରୋଜଗାରିଆ ତ ରୋଗ ଶଯ୍ୟାରେ, କେମିତି ଚଳିବ ଘର ?

January 13, 2026

ବାଲେଶ୍ୱର : ପରିବାରରେ ୬ସଦସ୍ୟ, କିନ୍ତୁ ରୋଜଗାରିଆ ଥିଲେ ବାପା-ପୁଅ। ପରିବାର ବୋଝ ସମ୍ଭାଳି ଆସୁଥିବା ୨ଜଣ ଏବେ ରୋଗ ଶଯ୍ୟାରେ । କେମିତି ଚଳିବ ପରିବାର...କେମିତି ହେବ ଚିକିତ୍ସା... ସରକାରଙ୍କ ଆୟୁଷ୍ମାନ କାର୍ଡର ସମସ୍ତ ଅର୍ଥ ଶେଷ ହୋଇ ସାରି......

ଦଇବ ଏ କି ଦୁଃଖ ଦେଲ; ରୋଜଗାରିଆ ତ ରୋଗ ଶଯ୍ୟାରେ, କେମିତି ଚଳିବ ଘର ?