ଅପରାଧ

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଚନ୍ଦନପୁର ଥାନା ପୋଲିସ

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଚନ୍ଦନପୁର ଥାନା ପୋଲିସ

October 25, 2025

ପୁରୀ ୨୫।୧୦: ପୁରୀ ଚନ୍ଦନପୁର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଚନ୍ଦନପୁର ଥାନା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଗେଡୁ ଓରଫ ଆଲୋକ ଭୋଇ ଏବଂ ମୁନା ଓରଫ ପବିତ୍ର ଭୋଇ । ଉଭୟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇ ଅଭିଯୁକ୍ତ ନାବାଳିକା...

ସ୍ୱାମୀର କାଠ ଫାଳିଆ ମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ, ପୁଅ-ଝିଅ କହିଲେ ପୂର୍ବରୁ ମଧ୍ୟ ହେଉଥିଲା ଝଗଡା

October 24, 2025

ଉଦଳା ୨୪।୧୦: ଜହ୍ଲାଦ ସ୍ୱାମୀ । ସ୍ତ୍ରୀକୁ ମାରିଦେଲା । ସାମାନ୍ୟ କଥା ପାଇଁ ଗଲା ଜୀବନ । ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ମାରିଦେଲା ସ୍ବାମୀ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ପାତାସାହି ଅଞ୍ଚଳରେ । ଅଭିଯୁକ୍ତ ସ୍ବାମୀ......

ସ୍ୱାମୀର କାଠ ଫାଳିଆ ମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ, ପୁଅ-ଝିଅ କହିଲେ ପୂର୍ବରୁ ମଧ୍ୟ ହେଉଥିଲା ଝଗଡା

ନାବାଳିକା ଦୁଷ୍କର୍ମ ମାମଲାରେ ଝାଡ଼ଖଣ୍ଡ ଟିମ୍‌ର ତନାଘନା, ପୀଡ଼ିତାଙ୍କ ବୟାନ ରେକର୍ଡ ସୂଚନା

October 24, 2025

ଭୁବନେଶ୍ବର ୨୪।୧୦: ଭୁବନେଶ୍ବର କ୍ୟାପିଟାଲ ଥାନାରେ ଝାଡ଼ଖଣ୍ଡ ଚାଇଲ୍ଡ କମିସନଙ୍କ ଟିମ୍ । ଭୁବନେଶ୍ୱରରେ ଝାଡ଼ଖଣ୍ଡ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ କ୍ୟାପିଟାଲ ଥାନାରେ ପହଞ୍ଚିଲେ ଝାଡ଼ଖଣ୍ଡ ଟିମ୍ I କେମିତି ଓ କେଉଁ ପରିସ୍ଥିତିରେ ଘଟଣା......

ନାବାଳିକା ଦୁଷ୍କର୍ମ ମାମଲାରେ ଝାଡ଼ଖଣ୍ଡ ଟିମ୍‌ର ତନାଘନା, ପୀଡ଼ିତାଙ୍କ ବୟାନ ରେକର୍ଡ ସୂଚନା

ଖାକିରେ ଦୁଷ୍କର୍ମ ଦାଗ ! ସମ୍ପର୍କୀୟ ଖୁଡ଼ୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ହୋମ୍‌ଗାର୍ଡ ପୁତୁରା ଗିରଫ

October 24, 2025

କାମାକ୍ଷାନଗର ୨୪।୧୦: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ସମ୍ପର୍କୀୟ ଖୁଡ଼ୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ହୋମ୍‌ଗାର୍ଡ ପୁତୁରା ଗିରଫ ହୋଇଛନ୍ତି । ଗିରଫ ହୋମ୍‌ଗାର୍ଡ ଜଣଙ୍କ ହେଲେ କାମାକ୍ଷାନଗର ଥାନା ବାଲିଗୋରଡ଼ ଗାଁର ଅରବିନ......

ଖାକିରେ ଦୁଷ୍କର୍ମ ଦାଗ ! ସମ୍ପର୍କୀୟ ଖୁଡ଼ୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ହୋମ୍‌ଗାର୍ଡ ପୁତୁରା ଗିରଫ

ଜମିଜମା ଭାଗବଣ୍ଟାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ, ସାନ ଭାଇ ଆକ୍ରମଣରେ ବଡ଼ ଭାଇଙ୍କ ମୃତ୍ୟୁ

October 23, 2025

ଜଳେଶ୍ବର ୨୩।୧୦: ଜମିଜମା ଭାଗବଣ୍ଟାକୁ ନେଇ ସାନ ଭାଇ ଆକ୍ରମଣରେ ବଡ଼ ଭାଇର ମୃତ୍ୟୁ । ସାନ ଭାଇ ଥାନାରେ ଅଟକ । ପୋଲିସର ତଦନ୍ତ ଜାରି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା  ବଣକାଟି ଗାଁରେ । ସୂଚନାଯୋଗ୍ୟ ଯେ, ଗାଁ......

ଜମିଜମା ଭାଗବଣ୍ଟାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ, ସାନ ଭାଇ ଆକ୍ରମଣରେ ବଡ଼ ଭାଇଙ୍କ ମୃତ୍ୟୁ