ଅପରାଧ

HIV ରାକେଟ୍ ଓ ୨ ଲୋକଙ୍କ ଆତ୍ମହତ୍ୟା : ଫେରାର ଆଇଏଏସ୍ ଅଫିସରଙ୍କୁ ଗିରଫ କଲା ଅରୁଣାଚଳ ପୁଲିସ

HIV ରାକେଟ୍ ଓ ୨ ଲୋକଙ୍କ ଆତ୍ମହତ୍ୟା : ଫେରାର ଆଇଏଏସ୍ ଅଫିସରଙ୍କୁ ଗିରଫ କଲା ଅରୁଣାଚଳ ପୁଲିସ

October 27, 2025

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶ ପୁଲିସ ୨ ଜଣ ଲୋକଙ୍କ ଆତ୍ମହତ୍ୟା ମାମଲାରେ ଇଟାନଗର ରାଜଧାନୀ ଅଞ୍ଚଳର ପୂର୍ବତନ ଡେପୁଟି କମିଶନର ଟି. ପୋଟୋମଙ୍କୁ ଗିରଫ କରିଛି। ପାପୁମ ପାରେ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ନୀଲମ ନେଗା କହିଛନ୍ତି , ଦିଲ୍ଲୀ ସରକାରଙ୍କ ସ୍ୱତନ୍ତ୍ର ସଚିବ ପୋଟୋମ ଆଜି ସକାଳେ ନିରଜୁଲି ପୋଲିସ ଷ...

ସିରିଜ୍ ଲୁଟ୍‌ର ପର୍ଦ୍ଦାଫାଶ : ଘରେ ପସି ଲୁଟୁଥିଲେ, ରୋଷେଇ କରୁ ଖାଉଥିଲେ

October 26, 2025

ଢେଙ୍କାନାଳ ୨୬।୧୦: ଘରେ କେହି ରହୁ ନଥିବା ବେଳେ କରୁଥିଲେ ଟାର୍ଗେଟ । ରାତି ହେଲେ ଘରର ତାଲା କାଟି କରୁଥିଲେ ଲୁଟ୍ । ଆଉ ଲୁଟିନେବା ପରେ ସେହି ଘରେ ନୁଡୁଲ୍ସ ଆଉ ଚାଓମିନ ଆଦି ତିଆରି କରି ଖାଉଥିଲେ ଲୁଟେରା । ଗୋଟି ଗୋଟି କରି ଘରକୁ ଘର ଲୁଟି ଚ......

ସିରିଜ୍ ଲୁଟ୍‌ର ପର୍ଦ୍ଦାଫାଶ : ଘରେ ପସି ଲୁଟୁଥିଲେ, ରୋଷେଇ କରୁ ଖାଉଥିଲେ

ସ୍ବାମୀ-ସ୍ତ୍ରୀ ଚଳାଉଥିଲା ମଦ କାରବାର, ଘରୁ ଠାବ ହେଲା ନକଲି ବିଦେଶୀ ମଦ କାରଖାନା

October 26, 2025

କାମାକ୍ଷାନଗର ୨୬।୧୦: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ଦରସିଙ୍ଗା ଗାଁରୁ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି । ପ୍ରାୟ ୩୦ ଲକ୍ଷ ଟଙ୍କାର ମଦ ତିଆରି ସାମଗ୍ରୀ ଓ ମେସିନ ଜବତ ହୋଇଛି । ମୋଟ୍ ୩୫୦ ଲିଟର ସ୍ପିରିଟ, ବିପୁଳ ବ୍ରାଣ୍ଡେଡ ନକ......

ସ୍ବାମୀ-ସ୍ତ୍ରୀ ଚଳାଉଥିଲା ମଦ କାରବାର, ଘରୁ ଠାବ ହେଲା ନକଲି ବିଦେଶୀ ମଦ କାରଖାନା

ଶୁଭମିତ୍ରା ଏବଂ ଦୀପକଙ୍କ ମଧ୍ୟରେ ୨୦ଲକ୍ଷ ଟଙ୍କା ନେଣଦେଣର ସୂତ୍ର ଖୋଜା, ପୋଲିସ ହାତରେ ଲାଗିଲା ବ୍ୟାଙ୍କ ଟ୍ରାଞ୍ଜାକସନ

October 26, 2025

ଭୁବନେଶ୍ବର ୨୬।୧୦: ମହିଳା ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ହତ୍ୟାକାଣ୍ଡ ମାମଲାରେ ପୋଲିସ ହାତରେ ଲାଗିଲା ହଜାରେ ପୃଷ୍ଠାର ବ୍ୟାଙ୍କ ଟ୍ରାଞ୍ଜାକସନ I ଅଭିଯୁକ୍ତ ଦୀପକ କୁମାର ରାଉତର ଦୁଇଟି ସରକାରୀ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼ ପାଇଁ ଚିଠି ଲ......

ଶୁଭମିତ୍ରା ଏବଂ ଦୀପକଙ୍କ ମଧ୍ୟରେ ୨୦ଲକ୍ଷ ଟଙ୍କା ନେଣଦେଣର ସୂତ୍ର ଖୋଜା, ପୋଲିସ ହାତରେ ଲାଗିଲା ବ୍ୟାଙ୍କ ଟ୍ରାଞ୍ଜାକସନ

ନେଇଥିଲେ ୪୦, ନେଉଥିଲେ ୪୭ : ଟ୍ରେଜେରୀ ଅଫିସ୍‌ କର୍ମଚାରୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ

October 25, 2025

ଜୟପୁର ୨୫।୧୦: ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସ୍‌ର ଚତୁର୍ଥ ଶ୍ରେଣୀ କର୍ମଚାରୀ ହରିଶ୍ଚନ୍ଦ୍ର ମହାପାତ୍ର । ଭରତ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୪୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଜୟପୁର ଭିଜିଲାନ୍ସ ଟିମ୍ ।......

ନେଇଥିଲେ ୪୦, ନେଉଥିଲେ ୪୭ : ଟ୍ରେଜେରୀ ଅଫିସ୍‌ କର୍ମଚାରୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ