ରାଜନୀତି

ବିଧାନସଭା ମୌସୁମୀ ଅଧିବେଶନ, ୪ର୍ଥ ଦିନରେ ସରଗରମ ରହିପାରେ ଗୃହ

ବିଧାନସଭା ମୌସୁମୀ ଅଧିବେଶନ, ୪ର୍ଥ ଦିନରେ ସରଗରମ ରହିପାରେ ଗୃହ

September 22, 2025

ଭୁବନେଶ୍ୱର ୨୨।୦୯ : ବିଧାନସଭା ମୌସୁମୀ ଅଧିବେଶନ । ଆଜି ଚତୁର୍ଥ ଦିନ ସରଗରମ ରହିପାରେ ବିଧାନସଭା। ଗୃହ କାର୍ଯ୍ୟ ସ୍ଵାଭାବିକ ଭାବେ ଚାଲିବ କି ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ରାଜ୍ୟରେ ସାର ଅଭାବ ପ୍ରସଙ୍ଗକୁ ନେଇ ମୁଖ୍ୟ ବିରୋଧୀ ବିଜେଡି ଜୋରଦାର ପ୍ରତିବାଦ ଜାରି ରଖିଛି । ପଞ୍ଚାୟତ ପ୍ରତିନିଧିଙ୍...

ବିଜେଡି-ବିଜେପି ସାଙ୍ଗରେ ମିଶି ଜାଣିଶୁଣି ବିଧାନସଭାକୁ ବନ୍ଦ କରୁଛନ୍ତି

September 21, 2025

ଭୁବନେଶ୍ବର ୨୧।୯: ବିଧାନସଭା ଠିକ୍‌ରେ ନଚାଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ସେ କହିଛନ୍ତି, ବିଜେପି ଏବଂ ବିଜେଡି ଉଭୟ କୁଚକ୍ର ଏବଂ ଓଡ଼ିଶାବାସୀଙ୍କୁ ଠକିବା ପାଇଁ ବିଧାନସଭାକୁ ବନ......

ବିଜେଡି-ବିଜେପି ସାଙ୍ଗରେ ମିଶି ଜାଣିଶୁଣି ବିଧାନସଭାକୁ ବନ୍ଦ କରୁଛନ୍ତି

ଆମେ ବିଜେପି କି କଂଗ୍ରେସ କାହା ସହ ମିଶିକି ନାହୁଁ, ରାଜ୍ୟ ଲୋକଙ୍କ ସହ ମିଶିକି ଅଛୁ

September 21, 2025

ଭୁବନେଶ୍ବର ୨୧।୯: ବିଧାନସଭା ଅଚଳାବସ୍ଥା ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, ଆମେ ଚାହୁଁ ବିଧାନସଭା ଚାଲୁ । ରାଜ୍ୟର ସମସ୍ୟା ଆଲୋଚନା ହେଉ । ହେଲେ ସେ ଅବକାଶ ରାଜ୍ୟ ସରକାର ଯୋଗାଇ ଦେଉନାହ......

ଆମେ ବିଜେପି କି କଂଗ୍ରେସ କାହା ସହ ମିଶିକି ନାହୁଁ, ରାଜ୍ୟ ଲୋକଙ୍କ ସହ ମିଶିକି ଅଛୁ

ଗତ ସାଧାରଣ ନିର୍ବାଚନରେ ଆମେ ତୃତୀୟ ସ୍ଥାନରେ ଥିଲୁ ଏଥର ପ୍ରଥମ ହେବୁ ଆମର ଆଶା

September 21, 2025

ଭୁବନେଶ୍ବର ୨୧।୯: ନୂଆପଡ଼ା ଉପନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସେ କହିଛନ୍ତି, ନୂଆପଡ଼ା ନେଇ ଆମ ପାଖେ ଅନେକ ଉପଯୁକ୍ତ ପ୍ରାର୍ଥୀ ଅଛନ୍ତି । ସେନେଇ ଦଳ ନିଷ୍ପତ୍ତି ନେବ । ନୂଆପଡ଼ା ବିଜେଡି ହାତରେ......

ଗତ ସାଧାରଣ ନିର୍ବାଚନରେ ଆମେ ତୃତୀୟ ସ୍ଥାନରେ ଥିଲୁ ଏଥର ପ୍ରଥମ ହେବୁ ଆମର ଆଶା

ଉଦ୍ଦେଶ୍ୟମୂଳକ ଭାବେ ବିଧାନସଭାକୁ ବନ୍ଦ କରାଯାଉଛି, ଯଦି ଆନ୍ତରିକ ଇଚ୍ଛା ଥାଆନ୍ତା ଲେଖିକି ଦିଅନ୍ତେ

September 21, 2025

ଭୁବନେଶ୍ବର ୨୧।୯: ବିଧାନସଭା ଅଚଳାବସ୍ଥା ନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ, ପ୍ରଥମ ଦିନରୁ ବିଜେଡି ଦଳର ଏହା ଷ୍ଟ୍ରାଟେଜି ଥିଲା ଯେ ବିଧାନସଭାକୁ ଚଲେଇ ଦେବେନାହିଁ । ତାଙ୍କ ଦଳର ନେତା ବିଧାନସଭା ଆସିବାକୁ ଅକ......

ଉଦ୍ଦେଶ୍ୟମୂଳକ ଭାବେ ବିଧାନସଭାକୁ ବନ୍ଦ କରାଯାଉଛି, ଯଦି ଆନ୍ତରିକ ଇଚ୍ଛା ଥାଆନ୍ତା ଲେଖିକି ଦିଅନ୍ତେ