ରାଜନୀତି

ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀଙ୍କ ସଭା ପାଇଁ ପ୍ରସ୍ତୁତି ଜୋରଦାର, ସଭାସ୍ଥଳକୁ ଆସିବା ରୁଟ୍ ଠାରୁ ପାର୍କିଂ ଯାଏ ସମୀକ୍ଷା

ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀଙ୍କ ସଭା ପାଇଁ ପ୍ରସ୍ତୁତି ଜୋରଦାର, ସଭାସ୍ଥଳକୁ ଆସିବା ରୁଟ୍ ଠାରୁ ପାର୍କିଂ ଯାଏ ସମୀକ୍ଷା

September 24, 2025

ଝାରସୁଗୁଡା ୨୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝାରସୁଗୁଡା ଗସ୍ତ ପାଇଁ ଚାଲିଛି ପ୍ରସ୍ତୁତି । ଝାରସୁଗୁଡ଼ାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପୋଲିସ ଏଡିଜି ସନ୍ତୋଷ ବାଲା, ଆରପି କୋଚେ । ଆସନ୍ତା ୨୭ ତାରିଖରେ ଝାରସୁଗୁଡ଼ା ଆସିବେ ପ୍ରଧାନମନ...

କମିଲା ଡାଲି ଜାତୀୟ ଦ୍ରବ୍ୟର ମୂଲ୍ୟ, ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ

September 24, 2025

ଭୁବନେଶ୍ୱର ୨୪/୦୯: ରାଜ୍ୟରେ କମିଲା ଡାଲି ଜାତୀୟ ଦ୍ରବ୍ୟର ମୂଲ୍ୟ । ବର୍ଷକ ମଧ୍ୟରେ ୧୦ ପ୍ରତିଶତ ରୁ ୪୦ ପ୍ରତିଶତ ହରଡ଼, ମୁଗ, ବୁଟ, ବିରି ଭଳି ଦ୍ରବ୍ଯ ର ମୂଲ୍ୟ ହ୍ରାସ ହୋଇଥିବା ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ । ଗତବର୍ଷ ତୁଳନାରେ ଚ......

କମିଲା ଡାଲି ଜାତୀୟ ଦ୍ରବ୍ୟର ମୂଲ୍ୟ, ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ

ଲେହରେ ତାତିଲେ Zen_Z, ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ସ୍ଥିତି ଅସମ୍ଭାଳ

September 24, 2025

ନୂଆଦିଲ୍ଲୀ ୨୪/୦୯:  ଲଦାଖରେ ନେପାଳ ଭଳି ସ୍ଥିତି । ରାସ୍ତାକୁ ଓହ୍ଲାଇଲେ ଯୁବ ପିଢ଼ି । ସୋନମ୍ ୱାଙ୍ଗଚୁକଙ୍କ ସମର୍ଥନରେ ଲେହରେ ଛାତ୍ରମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ବଡ଼ ଧରଣର ପ୍ରତିବାଦ କରୁଛନ୍ତି । ପୋଲିସ ଗାଡ଼ିକୁ ପୋଡ଼ି ଦେଇଛନ୍......

ଲେହରେ ତାତିଲେ Zen_Z, ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ସ୍ଥିତି ଅସମ୍ଭାଳ

ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ, କହିଲେ ଠକୁଛନ୍ତି ସୁନା ଦୋକାନୀ

September 24, 2025

ଭୁବନେଶ୍ୱର ୨୪/୦୯: ମାପରେ ଠକୁଛନ୍ତି ସୁନା ଦୋକାନୀ । ଗତ ୩ ବର୍ଷରେ ମାପକରେ ତ୍ରୁଟି ନେଇ ସାମ୍ନାକୁ ଆସିଛି ୧୬ ମାମଲା । ୨ ଲକ୍ଷ ୨୬ ହଜାର ୫୦୦ ଜୋରିମାନା ଆଦାୟ କରିଛନ୍ତି ସରକାର । ନିମ୍ନ ମାନର ସୁନା ଦେଇ ଧରାପଡିଛନ୍ତି ୮ ଦୋକାନୀ । ସେଥିର......

ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ, କହିଲେ ଠକୁଛନ୍ତି ସୁନା ଦୋକାନୀ

ନାରୀ ନିର୍ଯାତନା ପ୍ରସଙ୍ଗରେ ବିଧାନସଭା ଘେରିବାକୁ ମହିଳା କଂଗ୍ରେସର ଉଦ୍ୟମ, ବାରିକେଡ୍ ଭାଙ୍ଗିବା ସହ ପୋଲିସ ସହ ଧସ୍ତାଧସ୍ତି

September 24, 2025

ଭୁବନେଶ୍ବର ୨୪।୯: ଲୋୟର ପିଏମ୍‌ଜି ପାଲଟିଲା ରଣକ୍ଷେତ୍ର । ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ପ୍ରସଙ୍ଗରେ ମହିଳା କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରିବାକୁ ଉଦ୍ୟମ । ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଦେଖିବାକୁ ମିଳିଛି । ......

ନାରୀ ନିର୍ଯାତନା ପ୍ରସଙ୍ଗରେ ବିଧାନସଭା ଘେରିବାକୁ ମହିଳା କଂଗ୍ରେସର ଉଦ୍ୟମ, ବାରିକେଡ୍ ଭାଙ୍ଗିବା ସହ ପୋଲିସ ସହ ଧସ୍ତାଧସ୍ତି