ରାଜନୀତି

ବିରୋଧୀ ଦଳ ନେତାଙ୍କୁ ଶୁଭେଚ୍ଛା ଜଣାଇଲେ ସିଏମ୍‌, ଦୀର୍ଘ ଓ ସୁଖମୟ ଜୀବନ କାମନା କଲେ

ବିରୋଧୀ ଦଳ ନେତାଙ୍କୁ ଶୁଭେଚ୍ଛା ଜଣାଇଲେ ସିଏମ୍‌, ଦୀର୍ଘ ଓ ସୁଖମୟ ଜୀବନ କାମନା କଲେ

October 16, 2025

ଭୁବନେଶ୍ୱର ୧୬/୧୦: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୮୦ ବର୍ଷରେ ପାଦ ଥାପିଛନ୍ତି ନବୀନ ପଟ୍ଟନାୟକ । ନିଜର ନିଆରା ଓ ଭିନ୍ନ ରାଜନୀତି ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ନବୀନ ଏଥର ନିଜ ଜନ୍ମଦିନକୁ ଭିନ୍ନ ଢ଼ଙ୍ଗରେ ପାଳନ କରିବେ । ଏହି ଅବସରରେ ତାଙ୍କୁ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ ।...

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ପୋଲିସ ପଞ୍ଝାରେ ବିହାରର ସାର୍ପ ସୁଟର

October 16, 2025

ବ୍ରହ୍ମପୁର ୧୬/୧୦: ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡକୁ ପୁରିଛି ୧୦ ଦିନ । ଆଜି ଏକାଦଶରେ ହତ୍ୟା ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ବିହାରରୁ ସାର୍ପ ସୁଟରକୁ ଉଠାଇ ଆଣିଲା ପୋଲିସ । ଦୁଇ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ......

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ପୋଲିସ ପଞ୍ଝାରେ ବିହାରର ସାର୍ପ ସୁଟର

ନୂଆପଡ଼ା ଉପନିର୍ବାଚନ: ୧୮ରେ ପ୍ରାର୍ଥୀପତ୍ର ଦାଖଲ କରିବେ ଜୟ ଢୋଲକିଆ, ଉପସ୍ଥିତ ରହିବେ ସିଏମ୍

October 16, 2025

ନୂଆପଡ଼ା ୧୬/୧୦: ନୂଆପଡ଼ା ଉପନିର୍ବାଚନ ଆସନ୍ତା ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ନିଜର ନାମାଙ୍କନ ଭରିବେ । ଉପ ମୁଖ୍ୟ......

ନୂଆପଡ଼ା ଉପନିର୍ବାଚନ: ୧୮ରେ ପ୍ରାର୍ଥୀପତ୍ର ଦାଖଲ କରିବେ ଜୟ ଢୋଲକିଆ, ଉପସ୍ଥିତ ରହିବେ ସିଏମ୍

୮୦ ବର୍ଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବିପର୍ଯ୍ୟୟରୁ ପାଲଟିଥିଲେ ରୋଲ୍‌ ମଡେଲ

October 16, 2025

ଭୁବନେଶ୍ୱର ୧୬/୧୦: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିବସ । ୮୦ ବର୍ଷର ପାଦ ଥାପିଛନ୍ତି ଏହି ମହାନ ନେତା । ୧୯୪୬ ମସିହା ଆଜିର ଦିନରେ କଟକରେ ଜନ୍ମଗ୍ରହଣ କରିଥିଲେ ବିଜେଡି ସୁପ୍ରିମୋ । ନିଜର ଲୋକ......

୮୦ ବର୍ଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବିପର୍ଯ୍ୟୟରୁ ପାଲଟିଥିଲେ ରୋଲ୍‌ ମଡେଲ

‘କଂଗ୍ରେସକୁ ଆଗକୁ ବଢାଇବାକୁ ଚାହୁଁନାହାନ୍ତି ଭକ୍ତ ଦାସ, ବୟସ୍କ ଲୋକ ନିଜ ସିଷ୍ଟାଚାର ଭିତରେ ରୁହନ୍ତୁ’

October 15, 2025

ଭୁବନେଶ୍ବର ୧୫।୧୦: ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଖୋଲା ଚାଲେଞ୍ଜ ଦେଲେ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ । ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ଶତ୍ରୁ ପିସିସି ସଭାପତି ଭକ୍ତ ଦାସ ବୋଲି ନାଣ୍ଡୁ କହିଛନ୍ତି । ସେ କହିଛନ୍ତି, ମୋତେ......

‘କଂଗ୍ରେସକୁ ଆଗକୁ ବଢାଇବାକୁ ଚାହୁଁନାହାନ୍ତି ଭକ୍ତ ଦାସ, ବୟସ୍କ ଲୋକ ନିଜ ସିଷ୍ଟାଚାର ଭିତରେ ରୁହନ୍ତୁ’