ରାଜ୍ୟ

ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ, ସୋମବାର ହେବନି କୌଣସି ସରକାରୀ ବୈଠକ

ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ, ସୋମବାର ହେବନି କୌଣସି ସରକାରୀ ବୈଠକ

January 24, 2026

ଭୁବନେଶ୍ୱର ୨୪।୦୧ : ସୋମବାର ହେବନି କୌଣସି ସରକାରୀ ବୈଠକ । ସବୁ ବିଭାଗକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ପ୍ରତ୍ୟେକ ସୋମବାର ସରକାରୀ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ରହିଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସେହିପରି ସୋମବାର କୌଣସି ବିଭାଗର କୌଣସି ବୈଠକ ବସିବ ନାହିଁ । ମୁଖ୍ୟମନ...

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୨ ଯୁବକଙ୍କ ଜୀବନ

January 24, 2026

କଳାହାଣ୍ଡି ୨୪।୦୧ : କଳାହାଣ୍ଡି ଜିଲ୍ଲା କୋକସରା ଥାନା ନିକଟରେ ଦୁର୍ଘଟଣା। ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ। ଯାହାଫଳରେ ବାଇକରୁ ପଡି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କେନ୍ଦୁ ଡୋଙ୍ଗରି ଗାଁର ବବଲୁ ନାଏକ ଓ ଅମରେନ୍ଦ୍ର ମ......

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୨ ଯୁବକଙ୍କ ଜୀବନ

ପରିବାର ସହ ଶ୍ରୀମନ୍ଦିର ବୁଲିବାକୁ ଆସିଥିଲେ ନାବାଳକ, ବଡ଼ଦେଉଳରେ ମାଡ଼ !

January 24, 2026

ପୁରୀ ୨୪।୦୧ : ଶ୍ରୀମନ୍ଦିର ବାହାର କାଠ ନିକଟରେ ନାବାଳକକୁ ପୋଲିସର ମାଡ ଅଭିଯୋଗ। ନାବାଳକ କାନରେ ଲାଗିଛି ଗଭୀର ଆଘାତ। ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପୁରୀ ହସ୍ପିଟାଲରେ କରାଯାଇଛି ଭର୍ତ୍ତି। ଖବର ଅନୁଯାୟୀ, ନାବାଳକ ଜଣକ ଭଦ୍ରକ ଭଣ୍......

ପରିବାର ସହ ଶ୍ରୀମନ୍ଦିର ବୁଲିବାକୁ ଆସିଥିଲେ ନାବାଳକ, ବଡ଼ଦେଉଳରେ ମାଡ଼ !

ହାରିଗଲା ବାଘ, ଜିତିଗଲା ମଣିଷ ! ନରସିଂହପୁରରେ ବାଘ-ମଣିଷ ଲଢେଇ

January 24, 2026

ଆଠଗଡ଼ ୨୪।୦୧ : ନରସିଂହପୁରରେ ବାଘ ମଣିଷ ଲଢେଇ । ଏ ଖବର ଯେତିକି ଚାଂଚଲ୍ୟକର ସେତିକି ରହସ୍ୟମୟ । କାରଣ ବାଘ ଆକ୍ରମଣରେ ଜଣେ ଲୋକ ଆହତ ହୋଇଛନ୍ତି । ହେଲେ ଏ ଲଢେଇ ପରେ ବାଘର ମୃତ ଦେହ ଉଦ୍ଧାର ହେବା ସମସ୍ତଙ୍କୁ ଚକିତ କରିଛି। ଗୁରୁତର ଅବସ୍ଥାର......

ହାରିଗଲା ବାଘ, ଜିତିଗଲା ମଣିଷ ! ନରସିଂହପୁରରେ ବାଘ-ମଣିଷ ଲଢେଇ

ପୁରୀରେ ପୁଣି କ୍ରାଇମ୍, ହୋଟେଲ କର୍ମଚାରୀଙ୍କୁ ମାରିଲା କିଏ ?

January 24, 2026

ପୁରୀ ୨୪।୦୧ : ପୁରୀରେ ହତ୍ୟାକାଣ୍ଡ। ଟାଉନ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ଘଟିଛି ଘଟଣା। ମୃତ ବ୍ୟକ୍ତିଙ୍କ ନାମ ଟୁକୁ ଓ ସେ ଜଳେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୁରୀ ଏସପି ଓ ଟାଉନ ଥାନା ପୋଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କ......

ପୁରୀରେ ପୁଣି କ୍ରାଇମ୍, ହୋଟେଲ କର୍ମଚାରୀଙ୍କୁ ମାରିଲା କିଏ ?