ରାଜ୍ୟ

ମହିଳା ଆଇନଜୀବୀଙ୍କୁ ଅସଦାଚରଣ ସହ ଆକ୍ରମଣ ଘଟଣା : ୩ ଅଭିଯୁକ୍ତ ଗିରଫ

ମହିଳା ଆଇନଜୀବୀଙ୍କୁ ଅସଦାଚରଣ ସହ ଆକ୍ରମଣ ଘଟଣା : ୩ ଅଭିଯୁକ୍ତ ଗିରଫ

September 05, 2025

ବ୍ରହ୍ମପୁର ୫।୯: ବ୍ରହ୍ମପୁରରେ ମହିଳା ଆଇନଜୀବୀଙ୍କୁ ମୁଖ୍ୟ ରାସ୍ତାରେ ଅସଦାଚରଣ ସହ ଆଇନଜୀବୀ ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିବା ଘଟଣାରେ ୩ ଜଣଙ୍କୁ ଗିରଫ କଲା ପୋଲିସ । ସୂଚନାଯୋଗ୍ୟ ଯେ, ଗୁରୁବାର ଅପରାହ୍ନରେ ଆଇନଜୀବୀ ଜଣଙ୍କ କୋର୍ଟରୁ ନିଜ ସ୍ବାମୀଙ୍କ ସହ ଘରକୁ ଯାଉଥିବା ସମୟରେ ଦୁର୍ବୃତ୍ତଙ୍କ ଦ୍ବାରା ଅ...

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୮ ଗେଟ୍, ଜଳପ୍ରବେଶ ବଢିବାରୁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି

September 05, 2025

ସମ୍ବଲପୁର ୫।୯: ଉପରମୁଣ୍ଡରେ ବଢ଼ୁଛି ବର୍ଷା । ହୀରାକୁଦ ଜଳଭଣ୍ଡାରରେ ଜଳପ୍ରବେଶ ବଢ଼ୁଛି । ଫଳରେ  ଶୁକ୍ରବାର ପର୍ଯ୍ୟାୟକ୍ରମେ ହୀରାକୁଦ ଜଳଭଣ୍ଡାରର ୮ଟି ଗେଟ୍ ଖୋଲିଛି । ପୂର୍ବରୁ ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିଲା ।......

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୮ ଗେଟ୍, ଜଳପ୍ରବେଶ ବଢିବାରୁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି

ଖେଳୁ ଖେଳୁ ପୋଖରୀରେ ବୁଡିଗଲେ : ଦୁଇ ନାବାଳକ ଭାଇଙ୍କ ଶବ ଉଦ୍ଧାର

September 05, 2025

ଉମରକୋଟ ୫।୯: ଖେଳୁ ଖେଳୁ ପୋଖରୀରେ ବୁଡିଗଲେ ଦୁଇ ନାବାଳକ ଭାଇ । ମୃତକ ମାନେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଞ୍ଚିପଦର ଗାଁର ବୋଲି ଜଣାପଡିଛି l ଦୁଇ ନାବାଳକଙ୍କ ବୟସ ୧୨ ଏବଂ ୮ ବର୍ଷ ହେବ ବୋଲି ଜଣାପଡିଛି l ଖବର ପାଇ ସଦର ଥାନା ପୋଲିସ......

ଖେଳୁ ଖେଳୁ ପୋଖରୀରେ ବୁଡିଗଲେ : ଦୁଇ ନାବାଳକ ଭାଇଙ୍କ ଶବ ଉଦ୍ଧାର

ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ମିଳିନି ମୃତବ୍ୟକ୍ତିଙ୍କ ପରିଚୟ

September 05, 2025

ଆନନ୍ଦପୁର ୫।୯: କୁଶେଇ ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ କୁଶେଇ ନଦୀର ଅଞ୍ଜିରା ଘାଟ ଠାରେ ଶୁକ୍ରବାର ସକାଳେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବ......

ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ମିଳିନି ମୃତବ୍ୟକ୍ତିଙ୍କ ପରିଚୟ

ଜଳକା ନଦୀରେ ବନ୍ୟା ସ୍ଥିତି, ପ୍ରଭାବିତ ହେବ ବାଲେଶ୍ୱରର ବସ୍ତା ଅଞ୍ଚଳ

September 05, 2025

ଭୁବନେଶ୍ବର ୫।୯: ଜଳକା ନଦୀରେ ବନ୍ୟା ସ୍ଥିତି । ବାଲେଶ୍ୱର ବସ୍ତା ଅଞ୍ଚଳ ପ୍ରଭାବିତ ହେବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି । ଜିଲ୍ଲା ପ୍ରଶାସନକୁ ଏନେଇ ସଜାଗ କରାଯାଇଛି । ବୈତରଣୀ ନଦୀର ଜଳସ୍ତର ବିପ......

ଜଳକା ନଦୀରେ ବନ୍ୟା ସ୍ଥିତି, ପ୍ରଭାବିତ ହେବ ବାଲେଶ୍ୱରର ବସ୍ତା ଅଞ୍ଚଳ