ରାଜ୍ୟ

ପୁରୀ ସମୁଦ୍ରରେ ଅଘଟଣ : ବୁଡ଼ି ଯାଉଥିବା ବେଳେ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ୍ ଗାର୍ଡ

ପୁରୀ ସମୁଦ୍ରରେ ଅଘଟଣ : ବୁଡ଼ି ଯାଉଥିବା ବେଳେ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ୍ ଗାର୍ଡ

September 06, 2025

ପୁରୀ ୬।୯: ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ସ୍ନାନ କରୁଥିବା ସମୟରେ ବୁଡ଼ିଗଲେ ପର୍ଯ୍ୟଟକ । ସମୁଦ୍ର କୂଳ ସେକ୍ଟର ୧୩ ହୋଟେଲ କାମେଲିଆ ସମ୍ମୁଖରେ ଘଟିଛି ଏଭଳି ଅଘଟଣ । ତେବେ ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡଙ୍କ ଯୋଗୁଁ ଗଭୀର ସମୁଦ୍ର ଭିତରୁ ପର୍ଯ୍ୟଟକ ଜଣକ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ପର୍ଯ୍ୟଟକ ଜଣକ...

ମହାନଦୀ ଜଳ ବିବାଦ ନେଇ ଓଡ଼ିଶାର ବର୍ତ୍ତମାନ ପଦକ୍ଷେପକୁ ପ୍ରଶଂସା କଲେ ଟ୍ରିବ୍ୟୁନାଲ

September 06, 2025

ନୂଆଦିଲ୍ଲୀ ୬।୯: ଶନିବାର ମହାନଦୀ ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦର ଶୁଣାଣି ହୋଇଛି । ଓଡ଼ିଶା ପାଇଁ ପକ୍ଷ ରଖିଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ଓଡ଼ିଶାର ବର୍ତ୍ତମାନର ପଦକ୍ଷେପକୁ ଟ୍ରିବ୍ୟୁନାଲ ପ୍ରଶଂସା କରିଛନ୍ତି । ଗତ ସରକାରଙ୍କ ମହାନଦୀ......

ମହାନଦୀ ଜଳ ବିବାଦ ନେଇ ଓଡ଼ିଶାର ବର୍ତ୍ତମାନ ପଦକ୍ଷେପକୁ ପ୍ରଶଂସା କଲେ ଟ୍ରିବ୍ୟୁନାଲ

ଅଟୋ-କାର୍ ମୁହାଁମୁହିଁ ଧକ୍କା : ୨ ମହିଳାଙ୍କ ସହ ଅଟୋ ଡ୍ରାଇଭର ମୃତ

September 06, 2025

ଅନୁଗୋଳ ୬।୯: ଅନୁଗୋଳ ଖଣ୍ଡହତା ନିକଟରେ ଅଟୋ ସହ କାର୍ ଧକ୍କା । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଟେମ୍ପୋ ଡ୍ରାଇଭର ଏବଂ ୨ ଜଣ ମହିଳା ଅଛନ୍ତି । ସୂଚନାଯୋଗ୍ୟ ଯେ, ଅଟୋଟି ମହିଧରପୁର ପଟରୁ ଆସୁଥିବା ବେଳେ କା......

 ଅଟୋ-କାର୍ ମୁହାଁମୁହିଁ ଧକ୍କା : ୨ ମହିଳାଙ୍କ ସହ ଅଟୋ ଡ୍ରାଇଭର ମୃତ

ଦୁର୍ଗାପୂଜା ପୂର୍ବରୁ ସବୁ ରାସ୍ତାଘାଟରେ ଥିବା ଖାଲଖମା ପୂର୍ଣ୍ଣ ହେବ

September 06, 2025

ଭୁବନେଶ୍ବର ୬।୯: ଦୁର୍ଗାପୂଜା ପୂର୍ବରୁ ଭୁବନେଶ୍ୱର ସବୁ ରାସ୍ତାଘାଟରେ ଥିବା ଖାଲଖମା ପୂର୍ଣ୍ଣ ହେବ । ରାସ୍ତା ମରାମତି ହେବ । ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କେବଳ କଟକ ଓ ଭୁବନେଶ୍ବର ନୁହେଁ, ସବୁ ମ୍ୟୁନିସିପାଲିଟି......

ଦୁର୍ଗାପୂଜା ପୂର୍ବରୁ ସବୁ ରାସ୍ତାଘାଟରେ ଥିବା ଖାଲଖମା ପୂର୍ଣ୍ଣ ହେବ

ରବିବାର ସନ୍ଧ୍ୟାରେ ମୁଣ୍ଡଳୀରେ ପହଞ୍ଚିବ ବନ୍ୟାଜଳ, ନଦୀ ଅବବାହିକା ତଳିଆ ଅଞ୍ଚଳରେ ପଶିବ ପାଣି

September 06, 2025

ଭୁବନେଶ୍ବର ୬।୯: ମହାନଦୀରେ ଆସୁଛି ଛୋଟ ଧରଣର ବନ୍ୟା । ରବିବାର ସନ୍ଧ୍ୟାରେ ୬ଟାରେ ମୁଣ୍ଡଳୀରେ ପହଞ୍ଚିବ ବନ୍ୟା ଜଳ । ନଦୀ ଅବବାହିକାରେ ଥିବା ତଳିଆ ଅଞ୍ଚଳରେ ପଶିବ ପାଣି । ସେଥିପାଇଁ ଜିଲ୍ଲା ପ୍ରଶାସନକୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆ......

ରବିବାର ସନ୍ଧ୍ୟାରେ ମୁଣ୍ଡଳୀରେ ପହଞ୍ଚିବ ବନ୍ୟାଜଳ, ନଦୀ ଅବବାହିକା ତଳିଆ ଅଞ୍ଚଳରେ ପଶିବ ପାଣି