ରାଜ୍ୟ

ଗଣେଶ ବିସର୍ଜନରେ ଡିଜେକୁ ଡିଜେ ଧକ୍କା, କାହାର ଡିଜେ ନଷ୍ଟ ହେଉଛି ତ ଆଉ କାହାର ଲାଇଟ୍ ଭାଙ୍ଗୁଛି

ଗଣେଶ ବିସର୍ଜନରେ ଡିଜେକୁ ଡିଜେ ଧକ୍କା, କାହାର ଡିଜେ ନଷ୍ଟ ହେଉଛି ତ ଆଉ କାହାର ଲାଇଟ୍ ଭାଙ୍ଗୁଛି

September 07, 2025

ବ୍ରହ୍ମପୁର ୭।୯: ଛାତି ଥରିଲା ଭଳି ଦୃଶ୍ୟ । ଡିଜେ ଡିଜେ ଟ୍ରକ୍ ଧକ୍କା ମାରି ଗଣ୍ଡଗୋଳ । ଟିକେ ଅସାବଧାନତା ହେଲେ ଟ୍ରକ୍ ଚକା ତଳେ ଏକାଧିକ ଲୋକଙ୍କ ଜୀବନ ଚାଲିଯାଇଥାନ୍ତା । ଏ ଚିତ୍ର ହେଉଛି ବ୍ରହ୍ମପୁର ପୋଲିସ ଜିଲ୍ଲା ନିମଖଣ୍ଡି ଥାନା ଫୁଲଟା ଗାଁର । ଗାଁରେ ଦୁଇ ସାହିରେ ଦୁଇଟି ଗଣେଶ ମେଢ଼ର ବିସର୍ଜନ ଚାଲିଥାଏ...

ମହାନଦୀରେ ବନ୍ୟା ସ୍ଥିତି ନାହିଁ, ବର୍ଷା ଆକଳନ ନେଇ ପାଣିପାଗ ବିଭାଗ ଆଲର୍ଟରେ

September 07, 2025

ଭୁବନେଶ୍ବର ୭।୯: ମହାନଦୀରେ ବନ୍ୟା ସ୍ଥିତି ନାହିଁ କହିଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ୧୦ ଲକ୍ଷ କ୍ୟୁସେକରୁ ଅଧିକ ଜଳ ପ୍ରବାହିତ ହେଲେ ବନ୍ୟା ହୁଏ । ବର୍ଷା ଆକଳନ ନେଇ ପାଣିପାଗ ବିଭାଗ ଆଲର୍ଟରେ ଅଛ......

ମହାନଦୀରେ ବନ୍ୟା ସ୍ଥିତି ନାହିଁ, ବର୍ଷା ଆକଳନ ନେଇ ପାଣିପାଗ ବିଭାଗ ଆଲର୍ଟରେ

ରୋଗୀ ନେବାକୁ ଯାଇଥିବା ବେଳେ ୧୦୮ ଆମ୍ବୁଲାନ୍ସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ବୃଦ୍ଧା ରୋଗୀ

September 07, 2025

ଢେଙ୍କାନାଳ ୭।୯: ଜଣେ ବୃଦ୍ଧା ରୋଗୀଙ୍କୁ ଡାକ୍ତରଖାନାକୁ ଆଣିବା ପାଇଁ ଯାଇଥିବା ଏକ ୧୦୮ ଆମ୍ବୁଲାନ୍ସରେ ଲାଗିଛି ନିଆଁ । ଫଳରେ ଜଣେ ୮୦ ବର୍ଷର ବୃଦ୍ଧା ରୋଗୀ ଏହି ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍......

ରୋଗୀ ନେବାକୁ ଯାଇଥିବା ବେଳେ ୧୦୮ ଆମ୍ବୁଲାନ୍ସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ବୃଦ୍ଧା ରୋଗୀ

୪ ଘଣ୍ଟାର ପ୍ରୟାସ ହେଲା ସଫଳ, ମହାନଦୀରୁ ଉଦ୍ଧାର ହେଲେ ଗାଈ ପଲ

September 07, 2025

ବାଙ୍କୀ ୦୭।୦୯ : ଦୀର୍ଘ ୪ ଘଣ୍ଟା ପ୍ରୟାସ ହେଲା ସଫଳ । ଶେଷରେ ବଢିଲା ପାଣିରୁ ଉଦ୍ଧାର ହେଲେ ଗାଈ ପଲ। ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଗେଟ୍‌ ଖୋଲିବାରୁ ମହାନଦୀରେ ଏବେ ଛୋଟ ବନ୍ୟାର ପରିଲକ୍ଷଣ କରାଯାଇଛି। ଖବର ଅନୁଯାୟୀ, ଲଗାଣ......

୪ ଘଣ୍ଟାର ପ୍ରୟାସ ହେଲା ସଫଳ, ମହାନଦୀରୁ ଉଦ୍ଧାର ହେଲେ ଗାଈ ପଲ

ଦୁଇଟି ବୋର୍ଡକୁ ଗୋଟିଏ କରିବାକୁ ନିଷ୍ପତ୍ତି ହୋଇସାରିଛି, ଏହାର ସୁଫଳ ପାଇବେ ଛାତ୍ରଛାତ୍ରୀ

September 07, 2025

ଭୁବନେଶ୍ବର ୭।୯: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୩ତମ ପ୍ରତିଷ୍ଠା ଦିବସ । ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟ କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟ......

ଦୁଇଟି ବୋର୍ଡକୁ ଗୋଟିଏ କରିବାକୁ ନିଷ୍ପତ୍ତି ହୋଇସାରିଛି, ଏହାର ସୁଫଳ ପାଇବେ ଛାତ୍ରଛାତ୍ରୀ