ରାଜ୍ୟ

ବିପଦରେ ପୁରୀ ଶ୍ରୀମନ୍ଦିର, ସୋସିଆଲ ମିଡିଆରେ ଧମକ ପରେ ପୋଲିସ ଆକ୍ସନରେ

ବିପଦରେ ପୁରୀ ଶ୍ରୀମନ୍ଦିର, ସୋସିଆଲ ମିଡିଆରେ ଧମକ ପରେ ପୋଲିସ ଆକ୍ସନରେ

January 21, 2026

ପୁରୀ ୨୧/୦୧: ବିପଦରେ ପୁରୀ ଶ୍ରୀମନ୍ଦିର । ବୋମାରେ ଉଡ଼ାଇଦେବାକୁ ଆସିଲା ଧମକ । ସୋସିଆଲ ମିଡିଆରେ ବୁଲୁଛି ଧମକପୂର୍ଣ୍ଣ ପୋଷ୍ଟ । ଏଭଳି ଭୟଙ୍କର ଧମକ ମିଳିବା ପରେ ଆକ୍ସନକୁ ଆସିଛି ପୁରୀ ପୋଲିସ । ଏସ୍ପି କହିଛନ୍ତି ପୁରୀ ପୋଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ପୁରୀ ସିଟି ଡିଏସପି ଙ୍କ ନେତୃତ୍ୱ...

ପୁତୁରା ଭୁଲିଗଲା ସମ୍ପର୍କ : ବିଧବା ଖୁଡିକୁ ଦେଖି ଆସିଲା କାମୁକ ଭାବନା, ଲୁଟିଲା ଇଜ୍ଜତ

January 21, 2026

ଜି ଉଦୟଗିରି,୨୧|୦୧ : ଖୁଡି ଉପରେ ଥିଲା ପୁତୁରାର ପାପ ନଜର । ସୁଯୋଗ ଖୋଜୁଥିଲା ପୁତୁରା ଶେଷରେ ମିଳିଥିଲା ସୁଯୋଗ । ଏକୁଟିଆ ଦେଖି ମନରେ ଭରିଗଲା କାମୁକ ଭାବନା । ଭୁଲି ଗଲା ସମ୍ପର୍କ । ଆଉ ଦୁଷ୍କର୍ମ କଲା । ଏପରି ଏକ ଘଟଣା ଘଟିଛି କ......

ପୁତୁରା ଭୁଲିଗଲା ସମ୍ପର୍କ : ବିଧବା ଖୁଡିକୁ ଦେଖି ଆସିଲା କାମୁକ ଭାବନା, ଲୁଟିଲା ଇଜ୍ଜତ

NIT ରାଉରକେଲାର ବାର୍ଷିକ କ୍ରୀଡା ମହୋତ୍ସବ, CGUର ଉଲ୍ଲେଖନୀୟ ସଫଳତା

January 21, 2026

ଭୁବନେଶ୍ୱର ୨୧।୦୧ : ସିଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟିର ଉଲ୍ଲେଖନୀୟ ସଫଳତା । NIT ରାଉରକେଲାରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ମହୋତ୍ସବ ‘ବୃଦ୍ଧି’ ୨୦୨୬ରେ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି ଉଲ୍ଲେଖନୀୟ ସଫଳତା ହାସଲ କରିଛି......

NIT ରାଉରକେଲାର ବାର୍ଷିକ କ୍ରୀଡା ମହୋତ୍ସବ, CGUର ଉଲ୍ଲେଖନୀୟ ସଫଳତା

ରାଜଧାନୀ ଉପକଣ୍ଠରେ ଅଘଟଣ, ଭଣଜା ପେଟରେ ଭୁଜାଲି ଭୁସିଦେଲା ସମ୍ପର୍କୀୟ ମାମୁ

January 21, 2026

ବାଲିପାଟଣା ୨୧।୦୧ : ଭଣଜା ପେଟରେ ଭୁଜାଲି ଭୁସିଦେଲା ସମ୍ପର୍କୀୟ ମାମୁ । ରାଜଧାନୀ ଉପକଣ୍ଠ ବାଲିପାଟଣାରେ ହତ୍ୟାକାଣ୍ଡ । ମୃତକ ହେଲେ ଭାପୁର ନାଥ ସାହିର ଲିପୁ ନାଥ । ହତ୍ୟା କରିବା ପରେ ଅଭିଯୁକ୍ତ ମାମୁ ମିଥୁନ ନାଥ ଫେରାର ହୋଇ ଯାଇଛି। ​......

ରାଜଧାନୀ ଉପକଣ୍ଠରେ ଅଘଟଣ, ଭଣଜା ପେଟରେ ଭୁଜାଲି ଭୁସିଦେଲା ସମ୍ପର୍କୀୟ ମାମୁ

ଯୁବ କଂଗ୍ରେସ ନେତାଙ୍କ ଆତ୍ମହତ୍ୟା, ନିଜକୁ ନିଜେ ମାରିଲେ ଗୁଳି

January 21, 2026

ସୋନପୁର ୨୧।୦୧ : ନିଜକୁ ନିଜେ ଗୁଳି ମାରି ଆତ୍ମହତ୍ୟା କଲେ ଯୁବ କଂଗ୍ରେସ ନେତା । ସୁବର୍ଣ୍ଣପୁର ଭଗବତୀ ନଗର ସ୍ଥିତ ଘରେ ଗୁଳି ବିଦ୍ଧ ଅବସ୍ଥାରେ ପଡିଛି ମୃତଦେହ । ମୃତକ ହେଲେ ରାଜେଶ ମିଶ୍ର । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ। ରାଜେ ମିଶ୍ରଙ......

ଯୁବ କଂଗ୍ରେସ ନେତାଙ୍କ ଆତ୍ମହତ୍ୟା, ନିଜକୁ ନିଜେ ମାରିଲେ ଗୁଳି