ରାଜ୍ୟ

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା, ଓଡ଼ିଶା ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା, ଓଡ଼ିଶା ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି

January 22, 2026

ଭୁବନେଶ୍ୱର ୨୨/୦୧: ରାଜ୍ୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଜାତୀୟ ନିର୍ବାଚନ କମିଶନ ଓଡ଼ିଶା ସମେତ ୧୦ ରାଜ୍ୟମାନଙ୍କର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ରିଟର୍ଣ୍ଣିଂ ଅଫିସର, ସହାୟକ ରିଟର୍ଣ୍ଣିଂ ଅଫିସର, ଭୋଟ୍ ଗ୍ରହଣ ସ୍ଥାନ ଏବଂ ବ୍ୟାଲଟ୍ ବକ୍ସର ପ୍ରକାର ସମ୍ପର୍କରେ ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେ...

ବେଲଘର ହାତୀ ମୃତ୍ୟୁ ଘଟଣା, ନିଲମ୍ୱିତ ରେଞ୍ଜରଙ୍କ ଗାଁ ନିକଟରୁ ମିଳିଲା ମୃତଦେହ

January 22, 2026

ବାଲିଗୁଡା ୨୨/୦୧: ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ବେଳଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲର ମୃତ ହାତୀକୁ ଗାଏବ ଘଟଣା । ନିଲମ୍ବିତ ରେଞ୍ଜର ବିନୟ ବିଶିଙ୍କ ଘର ନିକଟ ମିଳିଲା ଗାଏବ ମୃତ ହାତୀର ଦେହାଂଶ । କେସିଙ୍ଗା ତହଁସିର ଯୋଜନା......

ବେଲଘର ହାତୀ ମୃତ୍ୟୁ ଘଟଣା, ନିଲମ୍ୱିତ ରେଞ୍ଜରଙ୍କ ଗାଁ ନିକଟରୁ ମିଳିଲା ମୃତଦେହ

ସରଣ୍ଡା ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ

January 22, 2026

ରାଉରକେଲା ୨୨।୦୧ : ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା । ଓଡ଼ିଶା-ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ଏହି ଏନକାଉଣ୍ଟରରେ ୨ ମାଓବାଦୀ ନିହତ ହୋଇଛନ୍ତି । ଯବାନଙ୍କ ଗୁଳିରେ ଆଉ କିଛି ମାଓବାଦୀ ଆହତ ହୋଇ......

ସରଣ୍ଡା ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ

୫ ଦିନିଆ ଓଡ଼ିଶା ଆସିବେ ରାଷ୍ଟ୍ରପତି, ଭୁବନେଶ୍ୱରରେ ରହିବେ ଏଫ୍‌ ଏମ୍ ସମାବର୍ତ୍ତନରେ ସାମିଲ ହେବେ

January 22, 2026

ଭୁବନେଶ୍ୱର ୨୨/୦୧: ଫେବ୍ରୁଆରି ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫେବ୍ରୁଆରି ୨ ତାରିଖରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ୨ରେ ଭୁବନେଶ୍ବରରେ ପହଞ୍ଚି ରାତ୍ରୀଯାପନ କରିବେ ରାଷ୍ଟ୍ରପତି ।......

୫ ଦିନିଆ ଓଡ଼ିଶା ଆସିବେ ରାଷ୍ଟ୍ରପତି, ଭୁବନେଶ୍ୱରରେ ରହିବେ ଏଫ୍‌ ଏମ୍ ସମାବର୍ତ୍ତନରେ ସାମିଲ ହେବେ

ହାତରେ ବୀଣା, ଅନ୍ୟ ହାତଟି ଆଶୀର୍ବାଦ ମୁଦ୍ରା: ଆଖି ଖୋସିହେଲା ଭଳି ମୂର୍ତ୍ତି

January 22, 2026

ଭୁବନେଶ୍ୱର ୨୨/୦୧: ଆଖି ଖୋସିହେଲା ଭଳି ୬୪ ଫୁଟ ଉଚ୍ଚର ମା’ଙ୍କ ମୂର୍ତ୍ତି । ଗୋଟିଏ ହାତରେ ବୀଣା ଧରିଥିବା ବେଳେ ଅନ୍ୟ ହାତଟି ଆଶୀର୍ବାଦ ମୁଦ୍ରାରେ ରହିଛି । ଧଳା ଶାଢି ସାଙ୍ଗକୁ ପାଦରେ ଅଳତା ଲଗାଇ ହଂସ ଉପରେ ବିରାଜମାନ ହୋଇଛନ୍ତି ମା......

ହାତରେ ବୀଣା, ଅନ୍ୟ ହାତଟି ଆଶୀର୍ବାଦ ମୁଦ୍ରା: ଆଖି ଖୋସିହେଲା ଭଳି ମୂର୍ତ୍ତି