ରାଜ୍ୟ

ଭିଜିଲାନ୍ସ ଜାଲରେ ଆରଆଇ, ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଭିଜିଲାନ୍ସ ଜାଲରେ ଆରଆଇ, ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

January 22, 2026

ଆଠଗଡ଼ ୨୨।୧: ଭିଜିଲାନ୍ସ ଜାଲରେ କଟକ ସଦର ତହସିଲ କଖଡି ରାଜସ୍ୱ ନିରୀକ୍ଷକ ଜାନକୀ ରଞ୍ଜନ ମଲ୍ଲିକ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା କଟକ ଭିଜିଲାନ୍ସ ଟିମ୍ । ଏକ ଜମିବାଡ଼ି ଦାଖଲ ଖାରଜ କେସ୍କୁ ରଫାଦଫା କରିବା ଉଦ୍ଦେଶ୍ୟରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ଆଠଗଡ...

ଅଦାଲତ ଅବମାନନା ମାମଲାରୁ ମୁକୁଳିଲେ ୨ ବରିଷ୍ଠ ସଚିବ, ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ଉଭୟ

January 22, 2026

କଟକ ୨୨।୧: ଅଦାଲତ ଅବମାନନା ମାମଲାରୁ ମୁକୁଳିଲେ ରାଜ୍ୟର ୨ ବରିଷ୍ଠ IAS ଅଧିକାରୀ । ଉଚ୍ଚଶିକ୍ଷା ସଚିବ ଏବଂ ଗଣଶିକ୍ଷା ସଚିବ ଉଭୟଙ୍କ ବିରୁଦ୍ଧରେ ଗତ ୧୬ ତାରିଖ ଦିନ ଗିରଫ ପରୱାନା ଜାରି କରିଥିଲେ ହାଇକୋର୍ଟ । ୨୨ ତାରିଖ ସୁଦ୍ଧା ନିର୍ଦ୍ଦେଶ......

ଅଦାଲତ ଅବମାନନା ମାମଲାରୁ ମୁକୁଳିଲେ ୨ ବରିଷ୍ଠ ସଚିବ, ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ଉଭୟ

ସ୍ୱାଧୀନତା ପରଠାରୁ, ସବୁଠୁ ବଡ଼ ଯୋଜନା ସୁଭଦ୍ରା, ମୁଖ୍ୟମନ୍ତ୍ରୀ କହିଲେ କେହି ପଡିବେନି ବାଦ୍

January 22, 2026

ଭୁବନେଶ୍ୱର ୨୨/୦୧: କୌଣସି ଯୋଗ୍ୟ ମହିଳା ସୁଭଦ୍ରାରୁ ବାଦ ପଡିବେ ନାହିଁ । ଆଜି ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଆଗକୁ ବି କାହାର ଅଭିଯୋଗ ଆସିଲେ ଯ......

ସ୍ୱାଧୀନତା ପରଠାରୁ, ସବୁଠୁ ବଡ଼ ଯୋଜନା ସୁଭଦ୍ରା, ମୁଖ୍ୟମନ୍ତ୍ରୀ କହିଲେ କେହି ପଡିବେନି ବାଦ୍

ଗ୍ରାମରକ୍ଷୀଙ୍କ ପାଇଁ ଖୁସି ଖବର, ଏଣିକି ୧୮୦୦ ଶହ ବଦଳରେ ପାଇବେ ୨୫୦୦ ଟଙ୍କା

January 22, 2026

ଭୁବନେଶ୍ୱର ୨୨।୦୧ : ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀଙ୍କ ପାଇଁ ଖୁସି ଖବର। ବଢିଲା ମାସିକ ଭତ୍ତା। ପ୍ରଚଳିତ ଥିବା ମାସିକ ଭତ୍ତାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏଣିକି ଗ୍ରାମରକ୍ଷୀ ମାନେ ୧,୮୦୦......

ଗ୍ରାମରକ୍ଷୀଙ୍କ ପାଇଁ ଖୁସି ଖବର, ଏଣିକି ୧୮୦୦ ଶହ ବଦଳରେ ପାଇବେ ୨୫୦୦ ଟଙ୍କା

ପୀୟୂଷ ସାଇଲେଣ୍ଟ କିଲର୍, ରାଣୀ ପଣ୍ଡା ପାଗେଳି.. କଥା କଟାକଟି ହେଲେ ଦୁଇ ଯାତ୍ରା ରଥି

January 22, 2026

ଯାଜପୁର ୨୨।୦୧ : ଆଜିକାଲି ଯିଏ ଯେତେ କଣ୍ଟ୍ରୋଭର୍ସିକୁ ଯାଉଛି, ତାର କ୍ରେଜ୍ ସେତେ ବଢ଼ୁଛି। ପୀୟୁଷ ହେଉଛି ସାଇଲେଣ୍ଟ ଆକ୍ଟର। କଥା କମ୍ କହୁଛି। ମୁରୁକି ମୁରୁକି ହସୁଛି। ଦର୍ଶକଙ୍କୁ ଫସାଉଛି। ଏବେ ଦର୍ଶକଙ୍କ ପାଖରେ ପୀୟୁଷର କ୍ରେଜ ବଢ଼ିଛି।......

ପୀୟୂଷ ସାଇଲେଣ୍ଟ କିଲର୍, ରାଣୀ ପଣ୍ଡା ପାଗେଳି.. କଥା କଟାକଟି ହେଲେ ଦୁଇ ଯାତ୍ରା ରଥି