ଦେଶ

୧୦ ଘଣ୍ଟାରେ ୨୧ ଅପରେସନ କଲେ ଡାକ୍ତର, ମାଆ-ପିଲା ପାଇଁ ବିପଦ ଦର୍ଶାଇ ନୋଟିସ୍ ପଠାଇଲା ବିଭାଗ

୧୦ ଘଣ୍ଟାରେ ୨୧ ଅପରେସନ କଲେ ଡାକ୍ତର, ମାଆ-ପିଲା ପାଇଁ ବିପଦ ଦର୍ଶାଇ ନୋଟିସ୍ ପଠାଇଲା ବିଭାଗ

September 09, 2025

ନୂଆଦିଲ୍ଲୀ: ଆସାମର ଜଣେ ଡାକ୍ତର ୧୦ ଘଣ୍ଟାରେ ୨୧ ଅପରେସନ୍ କରି ସଭିଙ୍କୁ ଚକିତ କରାଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନଜରକୁ ଏହି ଖବର ଆସିବା ପରେ, ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଆସାମର ମୋରିଗାଓଁ ଜିଲ୍ଲାର ଏକ ସିଭିଲ୍ ହସ୍ପିଟାଲରେ ଘଟିଛି ଏହି ଘଟଣା । ଏଠାରେ ଜଣେ ବରିଷ୍ଠ...

Gen-Zଙ୍କ ହିଂସାକୁ ନେଇ ଆଡଭାଇଜରି ଜାରି କଲା ଭାରତ, ନିଜ ନାଗରିକଙ୍କୁ ସତର୍କ ରହିବାକୁ ଦେଲା ପରାମର୍ଶ

September 09, 2025

ନେପାଳରେ ଜେନରେସନ-ଜି ପ୍ରଦର୍ଶନକାରୀଙ୍କ ବିକ୍ଷୋଭରେ ନେପାଳ ଥରହର। ପ୍ରତିବାଦ ଯୋଗୁଁ ପୋଲିସ ପାଲଟା ଆକ୍ସନରେ ନେପାଳରେ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ ଜଣ ଆହତ ହୋଇଛନ୍ତି। ଏହି ପ୍ରସଙ୍ଗକୁ ଗୁରୁତର ସହ ନେଇଛନ୍ତି ଭା......

Gen-Zଙ୍କ ହିଂସାକୁ ନେଇ ଆଡଭାଇଜରି ଜାରି କଲା ଭାରତ, ନିଜ ନାଗରିକଙ୍କୁ ସତର୍କ ରହିବାକୁ ଦେଲା ପରାମର୍ଶ

ତଖ୍ତ ଶ୍ରୀ ହରମନ୍ଦିର ସାହିବ ଗୁରୁଦ୍ୱାରରେ ବୋମା ବିସ୍ଫୋରଣ ଧମକ, ପାକିସ୍ତାନ ଏବଂ ISIର ନାଁ ଉଲ୍ଲେଖ

September 09, 2025

ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନାରେ ହେବକି ଆତଙ୍କୀ ହମଲା। ତଖ୍ତ ଶ୍ରୀ ହରମନ୍ଦିର ଜୀ ପାଟନା ସାହିବ ଗୁରୁଦ୍ୱାରାକୁ ବୋମାରେ ଉଡ଼ାଇଦେବାକୁ ଧମକ। ଏହି ଧମକ ଇମେଲ୍ ମାଧ୍ୟମରେ ଦିଆଯାଇଛି। ଗୁରୁଦ୍ୱାରର ସରକାରୀ ଇମେଲ୍‌କୁ ପଠାଯାଇଥିବା......

ତଖ୍ତ ଶ୍ରୀ ହରମନ୍ଦିର ସାହିବ ଗୁରୁଦ୍ୱାରରେ ବୋମା ବିସ୍ଫୋରଣ ଧମକ, ପାକିସ୍ତାନ ଏବଂ ISIର ନାଁ ଉଲ୍ଲେଖ

ହିମାଚଳ ପ୍ରଦେଶ ଓ ପଞ୍ଜାବ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ଆକାଶ ମାର୍ଗରୁ କରିବେ ସମୀକ୍ଷା

September 09, 2025

ନୂଆଦିଲ୍ଲୀ ୦୯/୦୯: ଆଜି ବନ୍ୟା ପ୍ରଭାବିତ ଜିଲ୍ଲା ବୁଲିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଷେଷକରି ହିମାଚଳ ପ୍ରଦେଶ ଓ ପଞ୍ଜାବ ଗସ୍ତ କରିବେ। ସେ ଏହି ଉଭୟ ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶ ମାର୍ଗରୁ ସର୍ଭେ କରିବେ । ଏହା......

ହିମାଚଳ ପ୍ରଦେଶ ଓ ପଞ୍ଜାବ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ଆକାଶ ମାର୍ଗରୁ କରିବେ ସମୀକ୍ଷା

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଜାରି, ପ୍ରଥମ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦି

September 09, 2025

ନୂଆଦିଲ୍ଲୀ: ଦେଶର ୧୭ତମ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ସଂସଦ ଭବନରେ ମତଦାନ ଅନୁଷ୍ଠିତ ହେଉଛି। ଭୋଟଦାନ ପ୍ରକ୍ରିୟା ସକାଳ ୧୦ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୧୦ଟାରେ ପ୍ରଥମେ......

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଜାରି, ପ୍ରଥମ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦି