ଦେଶ

ମହାରାଷ୍ଟ୍ର ନଗରନିଗମ ନିର୍ବାଚନ: ଓବେସୀଙ୍କ AIMIM  ପଲଟେଇ ଦେଲା ବାଜି, ହାତେଇଲା ୭୫ରୁ ଅଧିକ ସିଟ୍

ମହାରାଷ୍ଟ୍ର ନଗରନିଗମ ନିର୍ବାଚନ: ଓବେସୀଙ୍କ AIMIM ପଲଟେଇ ଦେଲା ବାଜି, ହାତେଇଲା ୭୫ରୁ ଅଧିକ ସିଟ୍

January 16, 2026

ମୁମ୍ବାଇ ୧୬।୧: ମହାରାଷ୍ଟ୍ର ନଗରନିଗମ ନିର୍ବାଚନ ଫଳାଫଳ ଆସି ଯାଇଛି। ବୃହନ୍ମୁମ୍ବାଇ ମହାନଗର ପାଳିକା (ବିଏମସି) ସମେତ ରାଜ୍ୟର ୨୯ ନଗର ନିଗମ ମଧ୍ୟରୁ ଅଧିକାଂଶ ବିଜେପି ହାତେଇ ନେଇଛି। ବିଜେପି ନେତୃତ୍ୱାଧୀନ ମହାୟୁତୀ (ବିଜେପି+ସିନ୍ଦେ) ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଅଧିକାଂଶ ନଗରନିଗମରେ ବିଜେପି ବଡ଼ ପାର୍ଟି ଭ...

BMC Election Results: ୨୨ଟି ସହରରେ ଖାତା ଖୋଲିପାରିଲାନି ରାଜ ଠାକରେଙ୍କ ଦଳ, ମୁମ୍ବାଇରେ ସ୍ଥିତି ପୂରା ଖରାପ

January 16, 2026

ମୁମ୍ବାଇ: ମହାରାଷ୍ଟ୍ରର ପୌର ନିର୍ବାଚନରେ ବିଜେପି ମେଣ୍ଟ ଏକ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛି। ପ୍ରଥମ ଥର ପାଇଁ ବୃହନ୍ମୁମ୍ବାଇ ମହାନଗର ନିଗମ (BMC)ରେ ବିଜେପି ବହୁମତ ହାସଲ କରିବାକୁ ଯାଉଛି । ଏହି ନିର୍ବାଚନରେ ଉଦ୍ଧବ ଠାକରେ ଏବଂ ରାଜ ଠାକ......

BMC Election Results: ୨୨ଟି ସହରରେ ଖାତା ଖୋଲିପାରିଲାନି ରାଜ ଠାକରେଙ୍କ ଦଳ, ମୁମ୍ବାଇରେ ସ୍ଥିତି ପୂରା ଖରାପ

‘ଚଳିତ ବର୍ଷ ସମୁଦ୍ରରେ ରାଜୁତି କରିବୁ’; ପୁଣି ଧମକ ଦେଲା ଲସ୍କର ଆତଙ୍କବାଦୀ

January 16, 2026

ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୁରର ସଫଳତା ପରେ ଲସ୍କର-ଏ-ତୈବାର ଉପମୁଖ୍ୟ ସୈଫୁଲ୍ଲା ଖାଲିଦ କସୁରୀ ବିଚଳିତ ହୋଇପଡ଼ିଛି। ଏହ ସହ ସେ ପୁଣି ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଛି। ପାକିସ୍ତାନର ମୁରିଦକେରେ କସୁରୀ ଖୋଲାଖୋଲି ଭାବରେ ଭାରତ ବିରୁଦ୍......

‘ଚଳିତ ବର୍ଷ ସମୁଦ୍ରରେ ରାଜୁତି କରିବୁ’; ପୁଣି ଧମକ ଦେଲା ଲସ୍କର ଆତଙ୍କବାଦୀ

ବିଏମସି ନିର୍ବାଚନରେ ‘ପରିବାର’ର ଅନନ୍ୟ ବିଜୟ; ତିନି ଦଳର ଟିକେଟରେ ଓହ୍ଲାଇଥିଲେ ୩ ସଦସ୍ୟ, ସମସ୍ତେ ଜିତିଲେ

January 16, 2026

ମୁମ୍ବାଇ: ମହାରାଷ୍ଟ୍ରରେ ବିଏମସି ନିର୍ବାଚନ ଫଳାଫଳ ଧୀରେ ଧୀରେ ସ୍ପଷ୍ଟ ହୋଇଆସୁଛି। ଏହି ଫଳାଫଳ ମଧ୍ୟରେ ଥାନେ ନଗର ନିଗମ ନିର୍ବାଚନରେ ଦେଖିବାକୁ ମିଳିଛି ଏକ ରୋଚକ ଘଟଣା। ଏଠାରେ ତିନି ଦଳରୁ ଛିଡ଼ା ହୋଇଥିବା ଗୋଟିଏ ପରିବାର ୩ ସଦସ୍ୟ ବି......

ବିଏମସି ନିର୍ବାଚନରେ ‘ପରିବାର’ର ଅନନ୍ୟ ବିଜୟ; ତିନି ଦଳର ଟିକେଟରେ ଓହ୍ଲାଇଥିଲେ ୩ ସଦସ୍ୟ, ସମସ୍ତେ ଜିତିଲେ

ପଶ୍ଚିମବଙ୍ଗ SIR ମଧ୍ୟରେ ଆଉ ଜଣେ BLOଙ୍କ ଆତ୍ମହତ୍ୟା, ରାଜ୍ୟ ରାଜନୀତି ଓ ପ୍ରଶାସନ ଉପରକୁ ଉଠିଲା ଅଙ୍ଗୁଳି

January 16, 2026

କୋଲକାତା ୧୬।୧: ଯାଦବପୁର ବିଧାନସଭା ନିର୍ବାଚନମଣ୍ଡଳି ଅନ୍ତର୍ଗତ ବୁଥ ନମ୍ବର ୧୧୦ର ବୁଥ ଲେବୁଲ ଅଫିସର (ବିଏଲଓ) ଅଶୋକ ଦାସ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଏବେ ରାଜ୍ୟ ରାଜନୀତି ଓ ପ୍ରଶାସନ ଉପରେ ପୁଣି ପ୍ରଶ୍ନଚିହ୍ନ ଲଗାଇଛି। ଏହି ମାମଲାର......

ପଶ୍ଚିମବଙ୍ଗ SIR ମଧ୍ୟରେ ଆଉ ଜଣେ BLOଙ୍କ ଆତ୍ମହତ୍ୟା, ରାଜ୍ୟ ରାଜନୀତି ଓ ପ୍ରଶାସନ ଉପରକୁ ଉଠିଲା ଅଙ୍ଗୁଳି