ମହାନଗର

ଅଣ୍ଡା କାର୍ଟୁନରେ ନିଆଁ ଜାଳି ଶୋଇଥିବା ବେଳେ ବୃଦ୍ଧ ଜୀବନ୍ତ ଦଗ୍ଧ, ଜଳିଗଲା ଏକାଧିକ ଜୀବନ

ଅଣ୍ଡା କାର୍ଟୁନରେ ନିଆଁ ଜାଳି ଶୋଇଥିବା ବେଳେ ବୃଦ୍ଧ ଜୀବନ୍ତ ଦଗ୍ଧ, ଜଳିଗଲା ଏକାଧିକ ଜୀବନ

November 14, 2025

ଭୁବନେଶ୍ବର ୧୪।୧୧: ଭୁବନେଶ୍ବର ସହିଦନଗର ତିନିକୋଣିଆ ହାଟରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ଏକାଧିକ ଦୋକାନ । ଅଗ୍ନିକାଣ୍ଡରେ ଜଳିଗଲେ ଦୋକାନରେ ଶୋଇଥିବା ବୃଦ୍ଧ ନିଆଁରେ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଭୋର ସମୟରେ ଲାଗିଥିଲା ନିଆଁ । ଅଣ୍ଡା କାର୍ଟୁନ୍‌ରୁ ନିଆଁ ବ୍ୟାପି ଜଳିଯାଇଥିଲା ଦୋକାନ ।...

ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ ବାଲିଯାତ୍ରା, ବୁଧବାର ପରିବର୍ତ୍ତେ ଗୁରୁବାର ହେବ ଶେଷ

November 12, 2025

ଭୁବନେଶ୍ବର ୧୨।୧୧:ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ହୋଇଛି । ବାଲିଯାତ୍ରା ଅବଧି ଆଉ ଗୋଟିଏ ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଫଳରେ ନଭେମ୍ବର ୧୨ ତାରିଖ ଅର୍ଥାତ ବୁଧବ......

ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ ବାଲିଯାତ୍ରା, ବୁଧବାର ପରିବର୍ତ୍ତେ ଗୁରୁବାର ହେବ ଶେଷ

ରାତି ପାହିଲେ ପ୍ରଥମାଷ୍ଟମୀ, ଶ୍ରୀମନ୍ଦିରରେ ପହଞ୍ଚିଲା ମହାପ୍ରଭୁଙ୍କ ପୋଢ଼ୁଆଁ ଭାର

November 11, 2025

ପୁରୀ୧୧।୧୧:ରାତି ପାହିଲେ ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର । ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବାନନ୍ଦଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର । ଏହି ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି,......

ରାତି ପାହିଲେ ପ୍ରଥମାଷ୍ଟମୀ, ଶ୍ରୀମନ୍ଦିରରେ ପହଞ୍ଚିଲା ମହାପ୍ରଭୁଙ୍କ ପୋଢ଼ୁଆଁ ଭାର

ହାଇକୋର୍ଟରେ ଅବଦୁର ରେହମାନର ଜାମିନ ଖାରଜ, ଅଲକାଏଦା ଲିଙ୍କ୍‌ରେ ଗିରଫ ହୋଇ ଜେଲ୍‌ରେ ଅଛି

November 11, 2025

କଟକ ୧୧।୧୧: ଅବଦୁର ରେହମାନର ଜାମିନ ଖାରଜ କଲେ ହାଇକୋର୍ଟ । ଉଗ୍ରବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ନେଇ ଅବଦୁର ରେହମାନ ନାଁରେ ଅଭିଯୋଗ ରହିଛି । କଟକ ସାଲେପୁର ପଶ୍ଚିମକଛରୁ ଗିରଫ ହୋଇଥିଲା ରେହମାନ । ୨୦୧୫ ମସିହା ଡିସେମ୍ବର ମାସରୁ ଗି......

ହାଇକୋର୍ଟରେ ଅବଦୁର ରେହମାନର ଜାମିନ ଖାରଜ, ଅଲକାଏଦା ଲିଙ୍କ୍‌ରେ ଗିରଫ ହୋଇ ଜେଲ୍‌ରେ ଅଛି

ଛାତି ଥରାଇଲା, ଯମଦୂତ ଭଳି ମାଡ଼ି ଆସିଲା : ସିରିଜ୍ ଦୁର୍ଘଟଣା ଘଟାଇବା ପରେ ଧରାପଡିଲା ଥାର୍ ଚାଳକ

November 11, 2025

ଭୁବନେଶ୍ବର ୧୧।୧୧:ପୁଣି ରାଜଧାନୀରେ ଥାର୍ ଆତଙ୍କ । ଛାତି ଥରାଇଲା, ଯମଦୂତ ଭଳି ମାଡ଼ି ଆସିଲା । ଏଜି ଛକରୁ ପିଟି ପିଟି ଆସିଲା ଆଚାର୍ଯ୍ୟବିହାରରେ ଅଟକିଲା । ସିରିଜ୍ ଦୁର୍ଘଟଣା ପରେ ଧରା ହେଲା ମଦୁଆ ଡ୍ରାଇଭର । ରାଜଧାନୀରେ ରାତି ତମାମ ଚେକ......

ଛାତି ଥରାଇଲା, ଯମଦୂତ ଭଳି ମାଡ଼ି ଆସିଲା : ସିରିଜ୍ ଦୁର୍ଘଟଣା ଘଟାଇବା ପରେ ଧରାପଡିଲା ଥାର୍ ଚାଳକ