ଅପରାଧ

ଯୁବତୀଙ୍କୁ ଅସଦାଚରଣ କରୁଥିଲେ ୨୦ ଜଣ ଯୁବକ, ବାରଣ କରିବାରୁ ବଡିବିଲ୍ଡରଙ୍କୁ ହତ୍ୟା

ଯୁବତୀଙ୍କୁ ଅସଦାଚରଣ କରୁଥିଲେ ୨୦ ଜଣ ଯୁବକ, ବାରଣ କରିବାରୁ ବଡିବିଲ୍ଡରଙ୍କୁ ହତ୍ୟା

December 01, 2025

ନୂଆଦିଲ୍ଲୀ: ଝିଅମାନଙ୍କୁ ଅସଦାଚରଣ କରୁଥିଲେ ୨୦ ଜଣ ଯୁବକ। ସୁରକ୍ଷା ଦେବାକୁ ଆସିଲେ ବଡିବିଲ୍ଡର। ଏପରି ନକରିବା ପାଇଁ ବାରଣ କଲେ। ହେଲେ ଅସମାଜିକ ଯୁବକଙ୍କ ମୁଣ୍ଡକୁ ପିତ ଚଢ଼ିଗଲା। ଗୋଡାଇ ଗୋଡାଇ ରଡ, କାଠ ଫାଳିଆରେ ବଡିବିଲ୍ଡରଙ୍କୁ ପିଟି ପିଟି ମାରିଦେଲେ। ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟଣା ଘଟିଛି ହରିୟାଣାର ଭିୱା...

ଗାଡ଼ି ଯାଞ୍ଚ ବେଳେ ମିଳିଲା ଦେଶୀ ପିସ୍ତଲ, ଘରେ ପହଞ୍ଚିଲା ବେଳକୁ ଚାଲିଥିଲା କାରଖାନା

November 30, 2025

ନୟାଗଡ଼ ୩୦।୧୧: ନୟାଗଡ଼ ଜିଲ୍ଲା ରଣପୁର ଥାନା ପୋଲିସ ବନ୍ଧୁକ ତିଆରି ସାମଗ୍ରୀ ସହ ଦୁଇଟି ବନ୍ଧୁକ ଜବତ କରିଛି । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଜଣ ହେଲେ ଶରଣକୁଳ ଥାନା ଜାକେଡ଼ା ଗ୍ରାମର ପ୍ରଶାନ୍ତ ବିଶ୍ୱାଳ ଏବଂ ରଣପୁର......

ଗାଡ଼ି ଯାଞ୍ଚ ବେଳେ ମିଳିଲା ଦେଶୀ ପିସ୍ତଲ, ଘରେ ପହଞ୍ଚିଲା ବେଳକୁ ଚାଲିଥିଲା କାରଖାନା

ନିଶା ବେପାର ବେଳେ ମାଫିଆକୁ ମାଡ଼ିବସିଲା ପୋଲିସ, ୩୦ଗ୍ରାମ ବ୍ରାଉନସୁଗାର ଜବତ

November 30, 2025

ଖୋର୍ଦ୍ଧା ୩୦।୧୧: ଖୋର୍ଦ୍ଧାରେ ନିଶା ମାଫିଆଙ୍କ ଉପରେ ପୋଲିସର କଡା ଆଭିମୁଖ୍ୟ । ଜିଲ୍ଲାରେ ନିଶା ମାଫିଆଙ୍କୁ ତଡିପାର କରିବା ପାଇଁ ଏସପିଙ୍କ ନିର୍ଦ୍ଦେଶରେ ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ମହୋତ୍ସବ ପଡିଆରେ ଜଣେ ନିଶା ମାଫିଆକୁ ବେପାର କରୁ......

ନିଶା ବେପାର ବେଳେ ମାଫିଆକୁ ମାଡ଼ିବସିଲା ପୋଲିସ, ୩୦ଗ୍ରାମ ବ୍ରାଉନସୁଗାର ଜବତ

ଛାତ୍ରମାନଙ୍କୁ ଟଙ୍କା, ମଦ ଓ ଡ୍ରଗ୍ସ ଦେଇ ଶାରୀରିକ ସଂପର୍କ ରଖୁଥିଲେ ଶିକ୍ଷୟିତ୍ରୀ; ମିଳିଲା ୧୦ ବର୍ଷ ଜେଲଦଣ୍ଡ

November 29, 2025

ନୂଆଦିଲ୍ଲୀ: ଶିକ୍ଷୟିତ୍ରୀଙ୍କ ନାଁରେ କଳଙ୍କ । ପିଲାଙ୍କୁ ଉଚିତ ଶିକ୍ଷା ଦେଇ ଦେଶ ନିର୍ମାଣରେ ଗୁରୁତ୍ବପୂର୍ଣ୍ଣ ଅବଦାନ ଦେବା ବଦଳରେ, କରୁଥିଲେ ପାପ କାର୍ଯ୍ୟ । ନାବାଳକ ଛାତ୍ରଙ୍କୁ ଫସାଇ ରଖୁଥିଲେ ଯୌନ ସଂପର୍କ । ପିଲାଙ୍କୁ ନିଜ ଜାଲରେ ଫସା......

ଛାତ୍ରମାନଙ୍କୁ ଟଙ୍କା, ମଦ ଓ ଡ୍ରଗ୍ସ ଦେଇ ଶାରୀରିକ ସଂପର୍କ ରଖୁଥିଲେ ଶିକ୍ଷୟିତ୍ରୀ; ମିଳିଲା ୧୦ ବର୍ଷ ଜେଲଦଣ୍ଡ

ବ୍ୟବସାୟୀଙ୍କ ଘରେ ପଶି କରିଥିଲେ ସଶସ୍ତ୍ର ଡକାୟତି, ୧୦ ଦିନ ପରେ ୧୦ ଡକାୟତ ଗିରଫ

November 29, 2025

ଝାରସୁଗୁଡ଼ା ୨୯।୧୧: ଝାରସୁଗୁଡ଼ାର ଜଣେ ବ୍ୟବସାୟୀଙ୍କ ଘରୁ ହୋଇଥିଲା ସଶସ୍ତ୍ର ଡକାୟତି । ୧୦ ଦିନ ପରେ ଧରାପଡିଗଲେ ଚୋର । ଦୁଇ ନାବାଳକ ସମେତ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ । ନଗଦ ଲକ୍ଷାଧିକ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣ......

ବ୍ୟବସାୟୀଙ୍କ ଘରେ ପଶି କରିଥିଲେ ସଶସ୍ତ୍ର ଡକାୟତି, ୧୦ ଦିନ ପରେ ୧୦ ଡକାୟତ ଗିରଫ