ବାଣିଜ୍ୟ

କେନ୍ଦ୍ରୀୟ କର୍ମଚାରୀଙ୍କୁ ଭେଟି, ମହଙ୍ଗା ଭତ୍ତା ୩% ବଢାଇଲେ ସରକାର

କେନ୍ଦ୍ରୀୟ କର୍ମଚାରୀଙ୍କୁ ଭେଟି, ମହଙ୍ଗା ଭତ୍ତା ୩% ବଢାଇଲେ ସରକାର

October 01, 2025

ନୂଆଦିଲ୍ଲୀ: ଦୀପାବଳି ଠିକ୍ ପୂର୍ବରୁ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କୁ ଭେଟି ଦେଇଛନ୍ତି । କେନ୍ଦ୍ର ମନ୍ତ୍ରିମଣ୍ଡଳ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ଦେଇଛି । ଏହି ବୃଦ୍ଧି ସହ ଏବେ ମୋଟ ମହଙ୍ଗା ଭତ୍ତା ୫୫ ପ୍ରତିଶତରୁ ବଢି ୫୮ ପ୍ରତିଶତ ହୋଇଯିବ...

ଦଶହରା ପୂର୍ବରୁ ଗ୍ରାହକଙ୍କୁ ଝଟକା, ମହଙ୍ଗା ହେଲା ଏଲପିଜି ସିଲିଣ୍ଡର  

October 01, 2025

ନୂଆଦିଲ୍ଲୀ ୦୧।୧୦:  ଜିଏସଟିରେ ରିହାତି ପରେ ଲୋକଙ୍କୁ ଲାଗିଛି ମହଙ୍ଗା ଝଟକା । ଦଶହରା ପୂର୍ବରୁ ବଢିଲା ଏଲପିଜି ସିଲିଣ୍ଡର ଦାମ୍‌ । ଏହି ନୂଆ ଦାମ୍‌ ୧ ଅକ୍ଟୋବର ୨୦୨୫ ରୁ ଲାଗୁ ହୋଇଛି । ୧୯ କିଲୋଗ୍ରାମର କମର୍ସିଆଲ୍ ଏଲପିଜ......

ଦଶହରା ପୂର୍ବରୁ ଗ୍ରାହକଙ୍କୁ ଝଟକା, ମହଙ୍ଗା ହେଲା ଏଲପିଜି ସିଲିଣ୍ଡର  

ଦେଶର ପ୍ରଥମ AI ଆଧାରିତ ଲୋକେସନ ସର୍ଭିସ୍ ଆରମ୍ଭ କଲା Airtel, ମିଳିବ ସବୁ ଗଳିରେ ସଠିକ୍ ଠିକଣା

September 30, 2025

ନୂଆଦିଲ୍ଲୀ: ଦେଶର ପ୍ରଥମ କ୍ଲାଉଡ୍-ଆଧାରିତ ଲୋକେସନ୍ ସର୍ଭିସ୍‌ ଲଞ୍ଚ୍ କରିଛି ଏୟାରଟେଲ୍ । କମ୍ପାନି ମଙ୍ଗଳବାର ଏହି ଘୋଷଣା କରିଛି । ଏହା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଓ ମେସିନ ଲର୍ନିଂରେ ପରିଚାଳତ ହେବ । ଏହି ନୂଆ ଟେକ୍ନୋଲଜି ସାହ......

ଦେଶର ପ୍ରଥମ AI ଆଧାରିତ ଲୋକେସନ ସର୍ଭିସ୍ ଆରମ୍ଭ କଲା Airtel, ମିଳିବ ସବୁ ଗଳିରେ ସଠିକ୍ ଠିକଣା

ଜିଏସଟି ହ୍ରାସ ଯୋଗୁ ବଢ଼ିଲା କାର୍‌ ବିକ୍ରି, ଗୋଟିଏ ସପ୍ତାହରେ ୧୩୩% ବୁକିଂ ରେକର୍ଡ

September 30, 2025

ନୂଆଦିଲ୍ଲୀ: ନବରାତ୍ରୀ ଏବଂ ଦଶହରାରେ କଞ୍ଜ୍ୟୁମର ମାର୍କେଟରେ ଦେଖିବାକୁ ମିଳିଛି ଉତ୍ସାହ। ଅନେକ ଉତ୍ପାଦ ଉପରେ ଜିଏସଟି ହ୍ରାସ କାରଣରୁ ଲୋକମାନେ ବେଶ୍ କିଣାକିଣି କରୁଛନ୍ତି। ବିଶେଷ କରି ପାର୍ବଣରେ ଗାଡ଼ି କିଣିବାରେ ଦେଖିବାକୁ ମିଳିଛି ଲୋକ......

ଜିଏସଟି ହ୍ରାସ ଯୋଗୁ ବଢ଼ିଲା କାର୍‌ ବିକ୍ରି, ଗୋଟିଏ ସପ୍ତାହରେ ୧୩୩% ବୁକିଂ ରେକର୍ଡ

ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଇନଫ୍ରା ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, ମୁମ୍ବାଇ- ଇନ୍ଦୋରର ୬ଟି ସ୍ଥାନରେ ରେଡ୍‌

September 30, 2025

ନୂଆଦିଲ୍ଲୀ: ବିଦେଶକୁ ବେଆଇନ ପାଣ୍ଠି ସ୍ଥାନାନ୍ତର ଅଭିଯୋଗରେ ଅନିଲ ଅମ୍ବାନୀଙ୍କ କମ୍ପାନି ରିଲାଏନ୍ସ ଇନ୍‌ଫ୍ରା ଉପରେ ପୁଣି ରେଡ୍ କରୁଛି ଇଡି। FEMA ଅଧୀନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଇନ୍ଦୋର ଏବଂ ମୁମ୍ବାଇର ଛଅଟି ସ୍ଥାନରେ ତ......

ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଇନଫ୍ରା ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, ମୁମ୍ବାଇ- ଇନ୍ଦୋରର ୬ଟି ସ୍ଥାନରେ ରେଡ୍‌